- Hits: 474
କରୋନା ଯୁଦ୍ଧରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସାମିଲ ; କୁଳପତି ପିନ୍ଧିଲେ ମାସ୍କ, ସାନିଟାଈଜ଼ ହେଲା ବିଭିନ୍ନ ବିଭାଗ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ଲଢେ଼ଇରେ ସାମିଲ ହୋଇଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ । କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମାଙ୍କିତ ୬ ହଜାରରୁ ଅଧିକ ମାସ୍କ...












