- Hits: 405
ଜିଲ୍ଲାରେ ସପ୍ତାହାନ୍ତ ଦି ଦିନିଆ ଲକ ଡାଉନ : ମାସ୍କ ବାଧ୍ୟତାମୂଳକ, ବାହାରେ ଛେପ ଖଙ୍କାର ପକାଇବା ମନା -ଜିଲ୍ଲାପାଳ
ବଲାଙ୍ଗୀର(ନିରୋଜ ମିଶ୍ର) : ଜିଲ୍ଲାରେ ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିନେମା ହଲ୍, ଜିମ୍ନାସିୟମ୍, ସୁଇମିଂ ପୁଲ୍, ଆମୋଦ ପାର୍କ, ସପିଂ ମଲ୍, ବାର୍, ଥିଏଟର, ଅଡିଟୋରିୟମ୍ ବନ୍ଦ...












