ହେଡଲାଇନସ୍:

ସୋସିଆଲ ୱେଲଫେୟର ଅର୍ଗାନେଯେସନ୍ ଧର୍ମଗଡ଼ ପକ୍ଷରୁ  ରକ୍ତଦାନ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ  ରକ୍ତର ଅଭାବ ବହୁତ ମାତ୍ରାରେ ଦେଖାଦେଇଛି କରୋନା ସଂକ୍ରମଣ ଏବଂ ଲକ୍‌ଡାଉନ୍‌ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ  ରକ୍ତଭଣ୍ଡାରେ  ରକ୍ତ ସଙ୍କଟ ଦେଖାଦେବା ଆଶଙ୍କା ସୃଷ୍ଟି ହୋଇଛି। ଏପରି ସମୟରେ ରକ୍ତ ର ଆବଶ୍ୟକ କରୁଥିବା ରୋଗୀ ଯେପରି ହଇରାଣ ଓ ଅସୁବିଧା ନ ହୋଅନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ  ରକ୍ତର ଅଭାବ ବହୁତ ମାତ୍ରାରେ ଦେଖାଦେଇଛି | ରୋଗୀମାନଙ୍କ ମଧ୍ୟରେ  ରକ୍ତ ପାଇଁ ହାହାକାର ସୃଷ୍ଟି ହୋଇଯାଇଛି | ଆଉ ଏହି ଦୃଷ୍ଟି କୁ ଦେଖି ଆଜି ସୋସିଆଲ ୱେଲଫେୟର ଅର୍ଗାନେଯେସନ୍ ଧର୍ମଗଡ଼ ର ସଭାପତି ଶ୍ରୀଯୁକ୍ତ ଗୋପିନାଥ ମହାନନ୍ଦ ଙ୍କ ନେତୃତ୍ୱରେ ଧର୍ମଗଡ଼ ଉପଖଣ୍ଡ ରକ୍ତ ଭଣ୍ଡାର ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆଉ ଏହି ରକ୍ତ ଶିବିର କୁ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପୁରୋହିତ ଓ ସମାଜସେବୀ ଶ୍ରୀଯୁକ୍ତ ହୃଷୀକେଶ ମିଶ୍ର ଉଦଘାଟନ କରିଥିଲେ ଓ ପ୍ରଥମେ ସୁଶାନ୍ତ କୁମାର ରାଉତ ପ୍ରଣବ ତାଣ୍ଡି  ପ୍ରବୀଣ କୁମାର ଦାସ ସିବାବାଗ ମନୋଜ ବେହେରା  ତେଜରାଜ ଲହଜଳ ଆନନ୍ଦ ବାଗ ରୂପେଶ ମହାନନ୍ଦ ତାପସ ମେହେର ବିମଲ କୁମାର  ଗୋପାଳ ପୂର୍ଣ୍ଣଚନ୍ଦ୍ର ଲହଜଳ ରକ୍ତଦାନ  କରିଥିଲେ ।

0
0
0
s2sdefault