- Hits: 1625
ମାସ୍କ ଯାଞ୍ଚ କଡା କଡ଼ି କଲା ଜଗଦଲପୁର ପୋଲିସ
ଝାରବନ୍ଧ-ମନୋହର ଦାଶ : କରୋନା ମହାମାରୀ ରୋକିବାକୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ ଅଟେ ।ତେଣୁ ରାଜ୍ୟ ସରକାର ମାସ୍କ କୁ ବାଧ୍ୟତା ମୂଳକ କରିଛନ୍ତି ।ଏହାକୁ କଡାକଡି ଭାବେ ଲାଗୁ କରିବାକୁ ମଧ୍ୟ ନିର୍ଦେଶ ରହିଛି । ବରଗଡ଼ ଜିଲ୍ଲା...












