ଟିଟିଲାଗଡ(ଗୌରବ ଦର୍ଜୀ) : Covid-19 ପାଇଁ ସାରା ଦେଶ ରେ ତାଲାବନ୍ଦ ନିୟମ ଲାଗୁ କରାଯାଇଛି। ଏଥିପାଇଁ ଅନେକ ଲୋକଙ୍କର ଜୀବନଯାପନ କଷ୍ଟସାଧ୍ୟ ହୋଇପଡିଛି। ଏଥି ମଧ୍ୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡ଼ିକର ଜୋର୍ ଜବରଦସ୍ତି ଗରିବ ଲୋକଙ୍କ...

ଭୁବନେଶ୍ୱର : ସ୍କୁଲ କଲେଜ ଜୁଲାଇ ୩୧ ରା଼ରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରିଥିବା ନେଲେ ଆଜି ସେ ଗାଇଡ଼ ଲାଇନରେ ସଂଶୋଧନ କରି ପରୀକ୍ଷା ପତ୍ର ପାଇଁ ଅନୁମତି ଦେଇଛନ୍ତି | ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି...
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବ ତଟ ରେଳପଥ ପକ୍ଷରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି | ରାଜ୍ୟ ଭିତରେ ପାଞ୍ଚଟି ଟ୍ରେନ୍ ଚଳାଇବାକୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଟ୍ରେନ ଗୁଡିକ ଓଡ଼ିଶା ରାଜ୍ୟ ଭିତରେ ଚଳାଚଳ...
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ଆଜି ମାନେଶ୍ଵର ବ୍ଲକରେ ପାଦ ଦେଇଛି କରୋନା l ଆଜି ସମ୍ବଲପୁର ଜ଼ିଲ୍ଲାରୁ କରୋନା ପଜିଟିଭ ଚି଼ହ୍ନଟ ବ୍ୟକ୍ତି ଜଣକ ମାନେଶ୍ଵର ବ୍ଲକର ବୋଲି ଜଣାଯାଇଛି l ତେବେ କରୋନା ପଜିଟିଭ ଚି଼ହ୍ନଟ ଏହି ଯୁବକ ...
ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସଂକୁନା କହଁରଙ୍କ ନେତୃତ୍ୱରେ କଂଗ୍ରେସ ଭବନ ସମ୍ମୁଖରେ ଏକ ସେବା କେନ୍ଦ୍ର ଉଦ୍ଘାଟିତ...