ଏଲ୍ଟିଟିଏସ୍ ସହ ସୋଆର ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୨୨/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ଓ ଏଲ୍ ଆଣ୍ଡ ଟି ଟେକ୍ନୋଲଜି ସର୍ଭିସେସ ଲିମିଟେଡ୍ (ଏଲ୍ଟିଟିଏସ୍) ମଧ୍ୟରେ ଶିଳ୍ପ ଓ ଶିକ୍ଷା ଜଗତ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ, ବିକାଶ, ନିଯୁକ୍ତି ଓ ଗବେଷଣା କାର୍ଯ୍ୟରେ ସହଯୋଗ ନିମନ୍ତେ ବୁଧବାର ଏଠାରେ…

ସୋଆ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ୍ ପକ୍ଷରୁ ୬୪ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

ଭୁବନେଶ୍ୱର, ୨୨/ ୧୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସୁ୍ୟଟିକାଲ୍ ସାଇନ୍ସେସ ୍(ଏସ୍ପିଏସ୍)-୧ ଓ ଇଣ୍ଡିଆନ୍ ଫାର୍ମାସୀ ଗ୍ରାଜୁଏଟ୍ସ୍ ଆସୋସିଏସନ୍ ( ଆଇପିଜିଏ)ର ଓଡିଶା ରାଜ୍ୟ ଶାଖାର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ସୋଆ କ୍ୟାମ୍ପସ-୪ରେ ୬୪ତମ ଜାତୀୟ ଫାର୍ମାସୀ…

ବାପ, ମା’ ଛେଉଣ୍ଡ ପିଲାଙ୍କୁ ” ଆଶା * ତରଫରୁ ଶୀତ ବସ୍ତ୍ର ପ୍ରଦାନ

କେନ୍ଦୁଝର- ୨୨/୧୧/୨୦୨୫: ଆଜି ଘୁଙ୍ଗି ଗାଁର ବାପ, ମା ' ଛେଉଣ୍ଡ ଚାରି ଭାଇ ଭଉଣୀ ଙ୍କୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ତରଫରୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଛି। ଏଇ ନିକଟ ଅତୀତରେ " ଆଶା" ଦୃଷ୍ଟିକୁ ଆସିଥିଲା - ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଘୁଙ୍ଗି ଗାଁର ଈଶ୍ୱର…

ଗଜପତି ଜିଲ୍ଲାରେ ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ସହଜ ବ୍ୟବସାୟ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଳ୍ପ କେନ୍ଦ୍ର ବିଭାଗ ତରଫରୁ ଆୟୋଜିତ ହୋଇଯାଇଛି। ଜିଲ୍ଲାର ଅଣୁ , କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗର ସହଜ ବ୍ୟବସାୟ ନିମନ୍ତେ ଦିନିକିଆ କର୍ମଶାଳା…

ଜୀବନର ଶେଷ ପର୍ଯ୍ୟନ୍ତ ଶିକ୍ଷକତା ବଞ୍ଚିରହେ

ଗୌଡ଼ପୁଟ କ୍ଲଷ୍ଟର ସ୍ତରୀୟ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଓଡ଼ଗାଁ,୨୨/୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡ଼ପୁଟ ଝାଙ୍ଗିରାମ ସରକାରୀ ହାଇସ୍କୁଲ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିକ୍ଷକଙ୍କ…

ଓଡ଼ଗାଁ ବ୍ଳକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ: ସହମତି ଭିତ୍ତିରେ ନୂତନ କର୍ମକର୍ତ୍ତା ଚୟନ

ଓଡ଼ଗାଁ,୨୨/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପଞ୍ଚରିଡା ମାନପୁର ଲୋକ ନୋଡାଲ ବିଦ଼୍ୟାପୀଠ ଠାରେ ପ୍ରଧାନ ଶିକ୍ଷକ ଅଦ୍ଵୈତ ନାରାୟଣ ସିଂହଙ୍କ ଅଧ୍ୟକ୍ଷତାରେ ଓଷ୍ଟାର ମଣ୍ଡଳ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସର୍ବ ସମ୍ମତି କ୍ରମେ ବିଭିନ୍ନ…

ଭୁବନେଶ୍ୱର ଠାରେ କନ୍ଧମାଳ ସାଂସଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବାହାଡାଝୋଲା ବ୍ଲକ୍ କ୍ରିୟାନୁଷ୍ଠାନ କମିଟି

ଓଡ଼ଗାଁ,୨୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ବାହାଡାଝୋଲା ବ୍ଳକ କ୍ରିୟାନୁଷ୍ଠାନ କମିଟି ଶନିବାର ଭୁବନେଶ୍ବର ଠାରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପୂର୍ବରୁ କମିଟି ସାଂସଦଙ୍କ ସହିତ ଆଲୋଚନା…

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର-୨୦୨୫

ଜରୁରୀକାଳୀନ ଚିକିତ୍ସା, ସରଳ ଅଗ୍ନି ନିର୍ବାପନ କୌଶଳ ପ୍ରଦର୍ଶନ, ପଦ୍ମଶ୍ରୀ ସାବରମତୀଙ୍କ ମହିଳା ସଶକ୍ତିକରଣ ସମ୍ପର୍କିତ ଆଲୋଚନା ଓଡ଼ଗାଁ,୨୨।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୟୁଥ୍ ରେଡକ୍ରସ ୟୁନିଟ୍ ଦ୍ବାରା…

ସନ୍ଦେହ ପୂର୍ଣ୍ଣଭାବେ ଯୁବକଙ୍କ ମୃତ ଦେହ ଉଦ୍ଧାର

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଂଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ଏନେଇ କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀ ଗାଙ୍ଗପୁର ଥାନାରେ ଏତାଲା ଦେଇଛନ୍ତି I ସୁଦାମଙ୍କ ଏତାଲା…

ପୋଲିସ୍ ଡିଜି ଙ୍କ ଭଞ୍ଜନଗର ଗସ୍ତ ସହିତ ଅତ୍ୟାଧୁନିକ ବ୍ୟାୟାମ ଶାଳାର ଉଦଘାଟନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡିଶା ରାଜ୍ୟ ପୁଲିସ୍ ମୁଖୁଆ ଆଜି ଭଞ୍ଜନଗର ଗସ୍ତ କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ପୁଲିସ୍ ଡି.ଜି ୱାଇ ବି ଖୁରାନିଆ ବୌଦ୍ଧ ଓ କନ୍ଧମାଳ ଗସ୍ତ ସାରିଥିବା ବେଳେ ଆଜି ଅପରାହ୍ନରେ ଭଞ୍ଜନଗର ଠାରେ ପହଞ୍ଚିଥିଲୋ ବନ ବିଭାଗ…