Sign in
Sign in
Recover your password.
A password will be e-mailed to you.
ଜନଜାତି ମାନଙ୍କର ସ୍ୱତନ୍ତ୍ର ପରିଚୟର ସୁରକ୍ଷା ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ
ଭୁବନେଶ୍ୱର : ପ୍ରକୃତି ଓ ପରିବେଶ ମଧ୍ୟରେ ଜୀବନକୁ ଭଲ ପାଇବା ହେଉଛି ଜନଜାତିଙ୍କ ସଂସ୍କୃତି । ଓଡିଶାରେ ଥିବା ୬୨ ପ୍ରକାର ଜନଜାତି ସମ୍ପ୍ରଦାୟ ଆମର ଗୌରବ । ସାରା ବିଶ୍ୱରେ ଏଭଳି ବିବିଧତା କେଉଁଠାରେ ଦେଖାଯାଏନାହିଁ । ତେଣୁ ଜନଜାତି…
ଜିଲା କାର୍ଯ୍ୟାଳୟରେ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଯାଜପୁରରୁ ଜୟଶଙ୍କର ଦାସ : ସାଧାରଣ ମଣିଷ ହେଉ ବା କର୍ମଚାରୀ ହେଉ ସ୍ୱାସ୍ଥ୍ୟ ଠିକ୍ ନରହିଲେ କାମ କରିବାରେ ଉତ୍ସାହ ରହେନାହିଁ । ତେଣୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ନିଦାନ ଓ ପ୍ରତିକାର ନିହାତି ଜରୁରୀ । କର୍ମଚାରୀଙ୍କୁ ସୁସ୍ଥ ରଖିବା ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା…
ପ୍ରସିଦ୍ଧ ବାରୁଣୀ ସ୍ନାନ ମାର୍ଚ ୧୫ରେ
ପୈାର ପ୍ରଶାସନର ୧୫୦ବର୍ଷ ପୂର୍ତିର ବିବିଧ କାର୍ଯ୍ୟକ୍ରମ ରହୁଥିବାରୁ ବାରୁଣୀ ମେଳାରେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ଭବ ହେବନାହିଁ
ଯାଜପୁରରୁ ଜୟଶଙ୍କର ଦାସ : ଯାଜପୁର ପ୍ରସିଦ୍ଧ ବାରୁଣୀ ସ୍ନାନ ଓ ମେଳା ଚଳିତ ମାସ ୧୫ତାରିଖରେ ଅନୁଷ୍ଠିତ ହେବ । ଗତବର୍ଷ ପରି…
୭ଦଫା ଦାବି ନେଇ ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀଙ୍କ ବିକ୍ଷୋଭ
କର୍ତୃପକ୍ଷଙ୍କ ଟାଳଟୁଳ ନୀତି ନେଇ ଅସନ୍ତୋଷ ତୀବ୍ର
ଭୁବନେଶ୍ୱର : ୭ ଦଫା ଦାବି ନେଇ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମ·ରୀ ସଂଘ ପକ୍ଷରୁ ବୟନିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘର ନ୍ୟାୟୋଚିତ ଦାବି ପ୍ରତି କର୍ତୃପକ୍ଷ ଟାଳଟୁଳ…
ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ
ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା, କୌଶଲ୍ୟାଗଙ୍ଗଠାରେ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଅଧିବେଶନରେ ନଗର ତଥା ଗ୍ରାମାଂଚଳ ମହିଳାଙ୍କ ଜନଜୀବନର ଅଭ୍ୟୁଦୟ ଏବଂ ବିକାଶ ଉପରେ ଆଲୋକପାତ କରାଯାଇଥିଲା ।…
ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟ ଆଉ ଅଚ୍ୟୁତ
ଆଜି ବିଧିବଦ୍ଧ ଭାବେ ରାଜ୍ୟସଭା ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ, ଓ ଅଚ୍ୟୁତ ସାମନ୍ତ | ରାଜ୍ୟସଭା ନିର୍ବାଚନ ପାଇଁ ଘୋଷିତ ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ ବିଧାନସଭାରେ ଏହି ୩ ଜଣ ବିଜୁ ଜନତା ଦଳ …
ମାନସିକତାରେ ପରିବର୍ତ୍ତନ ଲୋଡ଼ା : ଶର୍ମିଳା ଟାଗୋର
କିଟ୍ ଓ କିସରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଭୁବନେଶ୍ୱର: ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ଯେତେେ ଯାହା ଆଇନ୍ କାର୍ଯ୍ୟକାରୀ କଲେ ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବିଶିଷ୍ଟ ଅଭିନେତ୍ରୀ ପଦ୍ମଭୂଷଣ ଶର୍ମିଳା ଟାଗୋର…
ନୂଆପଡା ଏନଏସି ନିର୍ବାଚନକୁ ସ୍ଥଗିତାଦେଶଜାରି କଲେ ହାଇକୋର୍ଟ
ନୂଆପଡା, - ନୂଆପଡା ଜିଲ୍ଲା ସଦର ନୂଆପଡା ଏନଏସି ଗଠନ ହେବା ପରେ ଏହା ଦ୍ୱିତୀୟ ଥର ପରିଷଦ ଗଠନ ନେଇ ନିର୍ବାଚନ କମିସନ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ନିର୍ବାଚନ ଆଇନ ଅନୁଯାୟୀ ମହିଳାଙ୍କ ପାଇଁ ଉପଯୁକ୍ତ ସ୍ଥାନ ସଂରକ୍ଷଣ ନଥିବା ଘଟଣା ନେଇ ନୂଆପଡା…
କ୍ୟାଡର ପୁନର୍ଗଠନ ଦାବିରେ ଡିପ୍ଲୋମା ଇଂଜିନିୟରଙ୍କ ଆନ୍ଦୋଳନ
ଭୁବନେଶ୍ୱର - ନ୍ୟାୟୋଚିତ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଓଡିଶା ଡିପ୍ଲୋମା ଇଂଜିନିୟରସ୍ ସେବା ସଂଘ ପକ୍ଷରୁ ଭୁବନେଶ୍ୱରରେ ଗଣଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହାସହ ଦାବି ପୂରଣ…
ଘାଇଲା ଜନଜାତି, ବାଟ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ
ସଚିବାଳୟରେ ମାତିଲେ ମହୁମାଛି
ଆଦିବାସୀ ବିକାଶ ପ୍ରୋମୋ ସୁଟିଂ ନୋହିଲା
ଭୁବନେଶ୍ୱର- ରାଜ୍ୟ ସଚିବାଳୟରେ ଆତଙ୍କ ଖେଳାଇଲା ମହୁମାଛି । ବିକଳ ଚିତ୍କାର କରି ଜିଇ ଯୁଆଡେ ପାରିଲେ ଦୌଡିଲେ | ସଚିବାଳୟ କର୍ମଚାରୀ , ଅତିଥି ସମସ୍ତେ ଇତଃସ୍ତତ ହୋଇ ଦୌଡୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହିତ…