ଉତ୍ତରପ୍ରଦେଶ ଉପ-ନିର୍ବାଚନରେ ମାଟି ଚାଟିଲା ବିଜେପି: ବିଜୟ

ଭୁବନେଶ୍ୱର,: ମୋଦି ବିଜେପିର ପୋଷ୍ଟର ବୟ ଯୋଗୀ ଆଦିତ୍ୟନାଥଙ୍କ ନିଜ ସଂସଦୀୟ କ୍ଷେତ୍ର ଗୋରଖପୁରରେ ବିଜେପି ଆଜି ମାଟି ଚାଟିଛି । ଉତ୍ତରପ୍ରଦେଶରେ ଗୋରଖପୁର ଓ ଫୁଲପୁର ସଂସଦୀୟ କ୍ଷେତ୍ର ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେପି ବହୁ ଭୋଟ୍‍ ବ୍ୟବଧାନରେ ପରାଜୟବରଣ କରିଛି । କେବଳ…

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ-ବିଧାୟକ-ମେୟର

ବିଶ୍ୱସ୍ତରୀୟ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ଭୁବନେଶ୍ୱର,୧୪/୩/୨୦୧୮: ଇଂଲଣ୍ଡର ଗବେଷଣା ସଂସ୍ଥା ଜୁନିପର୍‍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସର୍ଭେ କରାଯାଇଥିବା ବିଶ୍ୱର ଶ୍ରେଷ୍ଠ  ୨୦ଟି ଉତ୍ତମ ପ୍ରଦର୍ଶନକାରୀ ସ୍ମାର୍ଟସିଟି ମଧ୍ୟରେ ଭୁବନେଶ୍ୱର ସ୍ଥାନିତ ହୋଇଛି । ସୁରକ୍ଷା, ଗମନାଗମନ,…

ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧ୍ୟକ୍ଷ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ମୁଖନ୍ଥମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧ୍ୟକ୍ଷ ଭାବେ ବରଗଡ଼ ଜିଲ୍ଲା କାର୍ଯନ୍ଥକାରୀ ସଭାପତି ଶ୍ରୀ ପ୍ରଭାତ ଆଦିତନ୍ଥ ମିଶ୍ରଙ୍କୁ ମନୋନୀତ କରିବା ପରେ ଆଜି ସେ ବିଧିଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…

ସରକାରଙ୍କୁ କଂଗ୍ରେସ ର ଚେତାବନୀ :  ବଜେଟରେ କୃଷି ଋଣ ଛାଡ ଓ ଚାଷୀ ପେନସନ୍ ପାଇଁ ବ୍ୟବସ୍ଥା କର,   ନହେଲେ  ଅକ୍ଷୟ…

 ଭୁବନେଶ୍ୱର- ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଭାବେ କୃଷି କ୍ଷେତ୍ରରେ ନିର୍ଭରଶୀଳ ।  କେବଳ ସେମାନେ ଅନ୍ନ ଦାତା ନୁହନ୍ତି, ସରକାର ଗଠନରେ ପ୍ରମୁଖ ଭୋଟ ଦାତା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଅନ୍ୟ ୩୦ ପ୍ରତିଶତ ଲୋକ କ୍ରମାଗତ ଭାବେ ଧନୀରୁ ଧନୀ ହେଉଥିବା ବେଳେ ଏହି ୭୦ ପ୍ରତିଶତ ଚାଷୀ…

କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତ୍ତେ  ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ ବସିଛନ୍ତି :…

   ରିପୋର୍ଟକୁ ସାର୍ବଜନୀନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ଘେରକୁ ଆସିଛି  ରାଜ୍ୟ ସରକାର ମାନ୍ୟବର ସୁପ୍ରିର୍ମକୋର୍ଟ ନିଦ୍ଦେଶ  ଉଲ୍ଲଘଂନ କରିଛନ୍ତି ଭୁବନେଶ୍ୱର : କୁନ୍ଦୁଲି ଗଣଦୁର୍ଷ୍କମ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ରାଜ୍ୟ ସରକାର ମାମଲାକୁ ଚାପି ଦେବାକୁ…

ବ୍ୟାପକ ଜନ ସଚେତନତା ହିଁ ଅଂଶୁଘାତ ମୁକାବିଲାରେ ସହାୟକ ହେବ :ଅତିରିକ୍ତ ଜିଲ୍ଲାପାଳ

ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ବିଭାଗ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଯାଜପୁରରୁ ଜୟଶଙ୍କର ଦାସ  : ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ ।  ବ୍ୟାପକ ଜନ ସଚେତନତା ହିଁ  ଏହାର ମୁକାବିଲାରେ ସହାୟକ ହେବ ବୋଲି ଅତିରିକ୍ତ ଜିଲ୍ଳ୍ାପାଳ…

ବ୍ୟାସନଗରରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା

  ବ୍ରହ୍ମପୁରର ଉଦୟନାଥ ମଲ୍ଲିକ ରାଜ୍ୟସ୍ତରୀୟ ଚମ୍ପିୟାନ, ବିଶ୍ବରଞ୍ଜନ ପାତ୍ର  ଜିଲ୍ଲାସ୍ତରୀୟ ଚମ୍ପିୟାନ ବ୍ୟାସନଗର/ ଜୟଶଙ୍କର ଦାସ : ଯାଜପୁର ବଡି ବିଲ୍ଡିଂ ଆସୋସିଏସନ ଆନୁକୂଲ୍ୟରେ ବ୍ୟାସନଗର ସ୍ଥିତ ବ୍ୟାସଦେବ ଟାଉନହଲ ଠାରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ…

ବିଜେପି ଓ ବିଜେଡ଼ି ସରକାର ସମୟରେ ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ଓ ଚାଷ ବିପର୍ଯସ୍ତ, ଚାଷୀଙ୍କୁ ପ୍ରତାରିତ କରିଛନ୍ତି…

ଚାଷୀଙ୍କ ହକ୍ ପାଇଁ ନବନିର୍ମାଣ କୃଷକ ସଂଗଠନ ଦାବୀକୁ କଂଗ୍ରେସ ଦଳର ଦୃଢ଼ ସମର୍ଥନ ଭୁବନେଶ୍ୱର/ଚକ୍ରଧର ମାଝି- ଚାଷୀକୁ ସମ୍ମାନ, କୃଷି ଉତ୍ପାଦିତ  ଦ୍ରବ୍ୟର ଉଚିତ୍ ମୂଲ୍ୟ, ସାମାଜିକ ସୂରକ୍ଷା ଯଥା ପ୍ରେଷ୍ଟିଜ ପ୍ରାଇସ୍ ପେନସନ୍ ଦାବୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତକାଲି ଠାରୁ…