Sign in
Sign in
Recover your password.
A password will be e-mailed to you.
ଉଜ୍ଜ୍ୱଳା ଦିସବରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ
ଭୁବନେଶ୍ୱରରୁ ଚକ୍ରଧର ମାଝି : ଉଜ୍ଜ୍ୱଳା ଦିସବ ତଥା ପ୍ରଧାନମନ୍ତ୍ରୀ ଏଲ୍ପିଜି ପଂଚାୟତ ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ କରାଯାଇଥିଲା । ଏକାମ୍ର ଅଂଚଳର ମହତାବ ରୋଡ଼୍ କେଉଟ ସାହି ଛକଠାରେ ସେବା ଇଣ୍ଡିଆନ୍ ପକ୍ଷରୁ ଗ୍ୟାସ୍…
ଗ୍ରାମ ସ୍ୱରାଜ ଯୋଜନାର କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସଚେତନତା ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ : ବିଜେପି
ଭୁବନେଶ୍ୱର : କେନ୍ଦ୍ରସରକାର ଏପ୍ରିଲ ୧୪ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ ଯୋଜନା…
ଏଟିଏମ ସବୁ ଫାଙ୍କା, ଲୋକ ପାଉନାହାନ୍ତି ଟଙ୍କା
ଭାରତବର୍ଷରେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି: ବିଜେଡ଼ି
ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜେଡିର ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ…
ଜଳ କମୁଛି , ଜଳ ବିଦ୍ୟୁତ ବଢୁଛି
ମହାନଦୀରେ ଛତିଶଗଡ଼ର ବ୍ୟାପକ ବନ୍ଧ ନିର୍ମାଣ ସତ୍ତ୍ୱେ ଓଡ଼ିଶାରେ ଜଳବିଦ୍ୟୁତ ଓ ମାଛ ଉତ୍ପାଦନ ବଢ଼ୁଛି
ଭୁବନେଶ୍ୱର : ତିନି ବର୍ଷ ମଧ୍ୟରେ ରାଜ୍ୟରେ ଜଳବିଦ୍ୟୁତ ଉତ୍ପାଦନ ବଢ଼ିଛି । ବିଶେଷ କରି ହୀରାକୁଦର ଉପରମୁଣ୍ଡରେ ଛତିଶଗଡ଼ ବହୁ ବନ୍ଧ ନିର୍ମାଣ କରିଥିବାରୁ ଜଳବିଦ୍ୟୁତ …
ଧନ୍ୟ ସେ ଯୋଜନା ବୋର୍ଡ : ୧୧ ବର୍ଷ ଧରି ବୈଠକ ବସୁନାହି ଯୋଜନା ହେଉଛି ଛେନାଗୁଡ଼ ???
ଭୁବନେଶ୍ୱର(ମାନସୀ ମିଶ୍ର): ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଯୋଜନା ବୋର୍ଡର ବୈଠକ ୧୧ ବର୍ଷ ଧରି ବସିନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି ।
ବିଧାନ ସଭାରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ…
ନବୀନ ସରକାରଙ୍କ ମିଶନ୍ ଶକ୍ତିରେ ଓଡ଼ିଶାର ୬୯ ଲକ୍ଷରୁ ଅଧିକ ମହିଳା
ଭୁବନେଶ୍ୱର : ମିଶନ୍ ଶକ୍ତି କାର୍ଯ୍ୟକ୍ରମରେ ଓଡ଼ିଶାରେ ୧୭ ବର୍ଷରେ ୬୯ ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଛନ୍ତି । ଏହି ମହିଳାମାନେ ଅନ୍ତର୍ଭୁକ୍ତ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହାସଂଘ ମାଧ୍ୟମରେ ସେମାନଙ୍କ ସଶକ୍ତିକରଣ ପାଇଁ ସରକାର ବ୍ୟାପକ ସହାୟତା ଯୋଗାଉଛନ୍ତି । ବିଧାୟକ ଦିଲିପ…
ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସଭିଏଁ ଶିକ୍ଷକ ମାନେ ମାରି ପିଟି ଖାଆନ୍ତୁ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ: ସମସ୍ତେ ପଢିବେ, ସମସ୍ତେ ଗଢିବେ । ଏହି ଯୋଜନାରେ ଗ୍ରାମର ପ୍ରତିଟି ପିଲା ସ୍କୁଲ୍ କୁ ଯିବେ ଓ ନିଜର ଭବିଷ୍ୟତ କୁ ଉଜ୍ୱଳ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସେଥିପାଇଁ ବିନା ମୂଲ୍ୟରେ ପୋଷାକ , ବହିପତ୍ର ଠୁ…
ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ସଭିଏଁ ଶିକ୍ଷକ ମାନେ ମାରି ପିଟି ଖାଆନ୍ତୁ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ: ସମସ୍ତେ ପଢିବେ, ସମସ୍ତେ ଗଢିବେ । ଏହି ଯୋଜନାରେ ଗ୍ରାମର ପ୍ରତିଟି ପିଲା ସ୍କୁଲ୍ କୁ ଯିବେ ଓ ନିଜର ଭବିଷ୍ୟତ କୁ ଉଜ୍ୱଳ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସେଥିପାଇଁ ବିନା ମୂଲ୍ୟରେ ପୋଷାକ , ବହିପତ୍ର ଠୁ…
କେନ୍ଦ୍ରାପଡା:ଡେରାବିସ ତହସିଲଦାରଙ୍କ ଛତ୍ର ଛାୟା ତଳେ ଇଟାମାଫିଆ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ -ଡେରାବିସ ବ୍ଲକ ଅନ୍ତର୍ଗତ କାଉପଡା ପଂଚାୟତର ଠକେଇ ନେଉଳି ,ନହଙ୍ଗ ପଂଚୟତର ନୂଆ ଗାଁ ,ଛୋଟୀ, ଓଲଢି, ଫକୀରବାଦ ଠାରେ ଚାଲିଛି ଇଟା ମାଫିଆ ଙ୍କ ରାଜୁତି ।ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଜଳନ୍ତା ଇଟାଭାଟି…
ମାଗଣା କମ୍ପୁଟର ଶିକ୍ଷା ଗ୍ରହଣ କେନ୍ଦ୍ର ଉଦଘାଟିତ
ଯାଜପୁର ରୋଡ/ ଜୟଶଙ୍କର ଦାଶ : ଏନ୍.ସି କଲେଜ ଛକ ସ୍ଥିତ ପେସ୍ କମ୍ପୁଟର ଶିକ୍ଷା କେନ୍ଦ୍ର ଠାରେ ମାଗଣା କମ୍ପୁଟର ଶିକ୍ଷା ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ପୌରପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, କମ୍ପୁଟର ଶିକ୍ଷା କେନ୍ଦ୍ର ଠାରେ ପହଂଚି ଏହାର ଶୁଭ ଉଦଘାଟନ…