ନୃସିଂହନାଥ ରେ ମାଓ ବ୍ୟାନର ଓ ପୋଷ୍ଟର 

ବରଗଡ :- ସାଧାରଣ ନିର୍ବାଚନ ଆରମ୍ଭ ହେଇ ଯାଇଛି । ନିର୍ବାଚନ ଗତିବିଧି ସାଙ୍ଗକୁ ମାଓବାଦୀ ମାନଙ୍କ ଗତିବିଧି ମଧ୍ୟ ବଢ଼ିବାରେ ଲାଗିଛି।ଗତ କିଛି ଦିନହେଲା ଛତିଶଗଡ଼ ଓଡ଼ିଶାର ସୀମାବର୍ତୀ ଅଂଚଳରେ ମାଓବାଦୀ ମାନେ ସେମାଙ୍କର ଉପସ୍ଥିତ ଜାହିର କରିଛନ୍ତି। ଗତ ରାତି ରେ ନୃସିଂହନାଥ ମନ୍ଦିର ନିକଟରେ…

କଲଭର୍ଟ ପୋଲ ତଳୁ ଲେଣ୍ଡମାଇନ ଜବତ: ୫୦କେଜି ଓଜନର ୨ଟି ଲ୍ୟାଣ୍ଡମାଇନ୍‍ସ ଜବତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନାର ଝିଲିକି ଗ୍ରାମ ନିକଟସ୍ଥ ଅନ୍ଧାରଘାଟି ରାସ୍ତାରେ ଏକ କଲଭର୍ଟ ପୋଲ ତଳୁ କଲଭର୍ଟକୁ ଉଡାଇବା ପାଇଁ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ୫୦ କେଜି ଓଜନର ଏବଂ ୫୦ମିଟର ବିଷ୍ପୋରକ ତାର ଠାବ କରି ଜବତ କରିଛନ୍ତି । ଏସପି  ସାରା ଶର୍ମା…

୫ ବର୍ଷ ଭିତରେ ଭୂମିହିନଙ୍କୁ ଜାଗା ଓ ବାସଗୃହ ନିଶ୍ଚିତ ଦିଆଯିବ – ନରସିଂହ

ପ୍ରଚଣ୍ଡ ଖରାରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର ଦିନବେଳା ସହରରେ, ରାତିରେ ବ୍ଲକ ଅଞ୍ଚଳ ବଲାଙ୍ଗୀର,୧୦/୦୪.-  ନିର୍ବାଚନ ଅଳ୍ପ ଦିନ ଭୋଟଦାତାମାନେ ସଚେତନ ହୋଇ ଭୋଟ ଦିଅନ୍ତୁ । ଏଠି ଲୋକ ଅଛନ୍ତି ଭୁଆଁ ବୁଲେଇ ଭୋଟ  ମାଗୁଛନ୍ତି । ଖଚ ମିଛ କହି ଭୋଟ ନେଇ ପୁଣି ଲୋକଙ୍କୁ ଅସୁବିଧାରେ…

ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା, 4 ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :-ଟାଉନ ପୋଲିସର ବଡ଼ ସଫଳତା, ସୁନ୍ଦରଗଡ଼ ଜିଲ୍ଲା ଦେଶର ଦୂତୀୟ ଓପେନ୍ କାଷ୍ଟ କୋଇଲା ଖଣି ଭାବେ ପରିଚିତ ହେଲେ ଗୋପାଳପୁର କୋଇଲା ଖଣି ରୁ ପ୍ରତିଦିନ ଟନ ଟନ କୋଇଲା ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସହରର ବିଭିନ୍ନ କାରଖାନାକୁ ରପ୍ତାନୀ ହୋଇଥାଏ କିନ୍ତୁ ତା…

ସହାୟତାର ହାତ ବଢ଼ାଇଦେଲେ କୁନି ଝିଅଟା ବଂଚି ଯାଆନ୍ତା 

ବରଗଡ଼ : ବରଗଡ଼  ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୈଦପାଲି ଗ୍ରାମର ପ୍ରିୟଙ୍କା ସାହୁକୁ ଡାହାଣ ଆଖିରେ କ୍ୟାନ୍ସର ହୋଇଛି |  କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇ ପାରି ନଥିବାରୁ ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କ୍ୟାନ୍ସର…

ଯବାନ ଓ ପୋଲିସର ମିଲିତ କମ୍ବିଂ: ଧ୍ୱଂସ ହେଲା ମାଓ ଶିବିର, ବିପୁଳ ମାଓ ସାମଗ୍ରୀ ଜବତ

ନୂଆପଡା./ ଅମିତ ପୁରୋହିତ ; ରାତି ପାହିଲେ ନିର୍ବାଚନ, ନିର୍ବାଚନ ସରକ୍ଷିତ ଦୃଷ୍ଟିରେ ରଖି ଏସ୍.ଓ.ଜି, ସି ଆର ପି ଏଫ୍ ଓ ଡିଭିଏଫ ଜବାନ ମାନଙ୍କ ମିଳିତ କମ୍ବିଂ ଅପରେସନ ଗତ ୮ ତାରିଖ ରୁ ଜୋରଦାର କରାଯାଇଥିଲା । ଅପରେସନ ଚାଲୁଥିବା ବେଳେ ଗତ କାଲି ସଂନ୍ଧ୍ୟା ୫ ସମୟରେ ବୋଡେନ ବ୍ଲକ ଅନ୍ତର୍ଗତ…

ପୋଲିଂ କର୍ମଚାରୀଙ୍କ ମାଓ ଭୟ 

  ସିନାପାଲି ରୁ ନିରାକାର ମେହେର:   ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ଓ ଯୋଗଭାଟ ହେଉଛି ମାଓ ପ୍ରବନ୍ ଇଲାକା !ସାଧାରଣ ନିର୍ବାଚନ ପ୍ରକ୍ରିୟା ଲୋକସଭା ଓ ବିଧାନସଭା ସରକାର କଡା କଡୀ ନଜର ରଖୁଥିବା ବେଳେ ଆସନ୍ତା କାଲି ସମସ୍ତ ବୁଥ ରେ ଭୋଟ ଗ୍ରହଣ କରାଯିବ !ଘାଟମାଲ 227 ନଂ…

ସାଢେ ସତେଇଶ ଲକ୍ଷ ଟଙ୍କା ଫିଙ୍ଗି ଗାଡି ଛୁ 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ବିଶ୍ରା ଛକ ନିକଟରେ ମହିପାଣି ଗାଁ ରେ ଓଡ଼ି କାର ,ବିନା ନମ୍ବର ଥିବା ଗାଡ଼ିରେ 27,60,000 ଟଙ୍କା ଫିଙ୍ଗିଦେଇ କାର ଛୁ ହୋଇଯାଇଛି | ହେଲେ କାହାର ଟଙ୍କା ,କି କୋଉ ରାଜନୈତିକ ଦଳର କିଛି ସ୍ପଷ୍ଟ ଜଣାପଡିନାହିଁ  | ଫ୍ଲାଇଙ୍ଗସ୍କ୍ୱାର୍ଡ  ଗାଡିକୁ ଦେଖି ସନ୍ଦେହ…

ଜେଲରେ  ଆଇନ ସଚେତନତା କାର୍ଯ୍ୟକ୍ରମ 

ସୋହେଲା(ଶାସକପ୍ରଶାସକ)-ଆଜି ପୂର୍ବାହ୍ନରେ ସୋହେଲା ସବଜେଲ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ସେବା ସମିତିର ଅଧ୍ୟକ୍ଷା ତଥା ଜେଏମ୍ଏଫସି  ଶ୍ରୀମତୀ ଶାନ୍ତା ସାମଲ ପୌରହିତ୍ୟ କରିଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ…

ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ : ବଡ଼ବିଲ ପୋଲିସର ଫ୍ଲାଗ ମାର୍ଚ୍ଚ

ବଡ଼ବିଲ(ଚିତ୍ତରଞ୍ଜନ କର) : ଓଡ଼ିଶାର ବ୍ୟୟ ବହୁଳ ନିର୍ବାଚନ ମଣ୍ଡଳୀ ଚମ୍ପୁଆ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଏଠାରେ କିପରି ନିରପେକ୍ଷ ନିର୍ବାଚନ ହୋଇ ପାରିବ ସେଥି ନିମନ୍ତେ ପୋଲିସ ପ୍ରଶାସନ ସଜାଗ ହୋଇଛି। ଆଜି ବଡ଼ବିଲ ପୋଲିସ ତରଫରୁ ଭଦ୍ରାସାହି ପଂଚାୟତ ଓ ଆଖପାଖ…