Sign in
Sign in
Recover your password.
A password will be e-mailed to you.
କୋଟିଆରେ ଆନ୍ଧ୍ରର ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାନ୍ତୁ ଓଡ଼ିଶା ସରକାର: ଭକ୍ତ
ଅସ୍ମିତାର ଦ୍ବାହି ଦେଇ ସରକାରକୁ ଆସିଲ, ଆମ ଅଞ୍ଚଳ ଆନ୍ଧ୍ର ନେଇଯାଉଛି, ଅଥଚ ବିଜେପି ନିରବ
ପୂର୍ବରୁ ଆନ୍ଧ୍ରର ହସ୍ତକ୍ଷେପ ବେଳେ ଚେଇଁ ଶୋଇଥିଲେ; ଅନ୍ତତଃ ଏବେ ଜାଗନ୍ତୁ
ଭୁବନେଶ୍ୱର: କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ!-->!-->!-->!-->!-->!-->!-->!-->!-->!-->!-->…
ହସ୍ତତନ୍ତ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବଙ୍କ ଡମ୍ବସରା ପି.ଏମ୍. ଶ୍ରୀ. ସରକାରୀ ବାଳିକା ଉଚ୍ଚ…
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: - ରାୟଗଡ଼ା ଜିଲ୍ଲା ଡମ୍ବସରା ର ପି.ଏମ୍. ଶ୍ରୀ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ ମାନ୍ୟବର ହସ୍ତତନ୍ତ ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଗୁହା ପୁନମ ତପସe କୁମାର। ପରିଦର୍ଶନ ପରେ!-->!-->!-->…
ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ
ଓଡ଼ଗାଁ, ୧୬ା୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନ ଅବସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶୁକ୍ରବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭!-->…
ଓଡ଼ଗାଁ ଏନ୍ଏସିରେ ସ୍ୱଚ୍ଛତା ସମ୍ବର୍ଦ୍ଧନା ଉତ୍ସବ
‘ସବୁଦିନ ଆମ ପାଇଁ, ଆଜି ଦିନଟି ସଫେଇ ମିତ୍ରଙ୍କ ପାଇଁ’
ଓଡ଼ଗାଁ, ୧୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ବଡ଼ଖାନା ଓ ସ୍ୱଚ୍ଛତା ସମ୍ବର୍ଦ୍ଧନା ଉତ୍ସବ ଶୁକ୍ରବାର ସ୍ଥାନୀୟ ବ୍ଲକ୍ ରୋଡ୍ସ୍ଥିତ କଲ୍ୟାଣୀ ମଣ୍ଡପଠାରେ!-->!-->!-->…
ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା: ୨୦୦ ଶିକ୍ଷକଙ୍କୁ ତାଲିମ
ଓଡ଼ଗାଁ, ୧୬।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର ପିଏମ୍ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ ପରିସରରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନ୍ତର୍ଗତ ଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ!-->!-->!-->…
ବଲାଙ୍ଗୀରର ଲଢ଼ୁଆ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ
ବଡ଼ ବଡ଼ ମାମଲାର ପର୍ଦ୍ଦାଫାସ କରି ଆଣୁଥିଲେ ଲୋକଲୋଚନକୁ
ବଲାଙ୍ଗୀର: ବଲାଙ୍ଗୀରର ଜଣେ ଆଗଧାଡ଼ିର ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜନସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ!-->!-->!-->…
‘ଅବିନାଶ ଗ୍ରୁପ୍’ ପକ୍ଷରୁ ଭୁବନେଶ୍ୱରରେ ‘ଇନଭେଷ୍ଟ ଇନ୍ ରାୟପୁର’ ଏକ୍ସପୋ
ଭୁବନେଶ୍ୱର,: ୩୦ ବର୍ଷରୁ ଅଧିକ ସମୟର ଐତିହ୍ୟ, ୬୧ରୁ ଅଧିକ ସଫଳ ପ୍ରକଳ୍ପ ଏବଂ ୧୮,୦୦୦ରୁ ଅଧିକ ପରିବାରକୁ ସେବା ଯୋଗାଇଥିବା ଏହି ଗ୍ରୁପ୍, ରାୟପୁରର ରିଅଲ୍ ଇଷ୍ଟେଟ୍ ସୁଯୋଗଗୁଡ଼ିକୁ ପ୍ରଦର୍ଶିତ କରିବା ସହ ଓଡ଼ିଶାରେ ନିଜର ଦୀର୍ଘକାଳୀନ ସମ୍ପ୍ରସାରଣ ଯୋଜନା ସମ୍ପର୍କରେ ସୂଚନା ଦେଉଛି।
!-->!-->!-->!-->…
ଭାରତର ସବୁଠାରୁ ବଡ଼ ଆଇପିଓ ପୂର୍ବରୁ ଜିଓ ରଖିଲା ଆଗାମୀ ରୋଡମ୍ୟାପ୍, ତିନିଟି ଗ୍ରୋଥ୍ ଇଞ୍ଜିନ୍ ଉପରେ ଫୋକସ୍
ଆକାଶ ଅମ୍ବାନୀ ଜିଓର ତିନିଟି ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ମୋବିଲିଟି, ହୋମ୍ ଏବଂ ଏଣ୍ଟରପ୍ରାଇଜ୍-ଇଣ୍ଟରନ୍ୟାସନାଲକୁ ଉପସ୍ଥାପିତ କରିଛନ୍ତି
ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଆଧାରକୁ ପ୍ରାୟ ୩ କୋଟିରୁ ବୃଦ୍ଧି କରି ୧୦ କୋଟି ପର୍ଯ୍ୟନ୍ତ ପହଞ୍ଚାଇବାର ଲକ୍ଷ୍ୟ
ନିର୍ଦ୍ଦିଷ୍ଟ!-->!-->!-->!-->!-->!-->!-->!-->!-->!-->…
ବହୁ ଚର୍ଚ୍ଚିତ ଅଡ଼ବାରୁ ହାଇଦ୍ରାବାଦକୁ ମାନବ ଚାଲାଣ ମାମଲାରେ ଡିସଚାର୍ଜ ପିଟିସନ ଖାରଜ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲା ଗଜପତିରୁ ବେଧଡ଼କ ମାନବ ଚାଲାଣ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଲୁଚାଛପାରେ ଜାରି ରହିଥିଲା ତଥା ଅପରାଧୀ ସହଜରେ ଧରା ପଡୁନଥିଲେ। କିନ୍ତୁ ଜୁନ ମାସରେ ଏହିଭଳି ଏକ ସମ୍ବେଦନଶୀଳ ମାମଲାର ଖବର ପାଇ ଅଡ଼ବା ପୋଲିସ!-->…
ଚୋରା ମଦ ଜବତ, ୦୭ ଅଭିଯୁକ୍ତ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା :୧୬/୧୦ ( ପ୍ରଫୁଲ୍ଲ କୁମାର ମଲ୍ଲ )ପାର୍ବଣ ଋତୁକୁ ଆଖି ଆଗରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ!-->!-->!-->…