Sign in
Sign in
Recover your password.
A password will be e-mailed to you.
ବାଲି ତସ୍କରି ଉପରେ ରୋକ୍ ଲଗାଇବାରେ ସରକାର ବିଫଳ ରାଜସ୍ବ ମନ୍ତ୍ରୀ ଙ୍କ କଥା କୁ ଫୁ: କଥା ମାନୁ ନାହାନ୍ତି ସରକାରୀ…
ମୟୁରଭଂଜ ଜିଲ୍ଲାର ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ସାରସକଣା ମୟୁରଭଂଜ ଜିଲ୍ଲାର ତିନି ରାଜ୍ୟର ସୀମାନ୍ତ ଅଞ୍ଚଳ ଜାମଶୋଳା ଠାରେ ଦିନକୁ ଦିନ ବଢ଼ି ଚାଲିଛି ବାଲି ଚୋରି । ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ଵ ହାନି ହେଉଛି । ଟେର ପାଉନାହିଁ ବିଭାଗ। ମାଫିଆ ମାନେ ପ୍ରତ୍ୟେକ ଦିନ ରାତିରେ…
ସିଂହାସନରେ ବିଜେ କଲେ ମାଆ ଶ୍ୟାମାକାଳୀ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଗତ ୨୦ ତାରିଖରୁ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ଅନୁଷ୍ଠିତ ହେଉଛି I ଏହି ଅବସରରେ ଗ୍ରାମରେ ମୀନା…
୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଦିନିଆ ତାଲିମ ଶିବିର ଅନୁଷ୍ଠିତ
କଟକ, ତା ୨୬.୦୨.୨୦୨୬ ରିଖ – ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ…
କେନ୍ଦୁଝର ଧରଣୀଧର ମେଡିକାଲ କଲେଜରେ ଅଲଟ୍ରା ସାଉଣ୍ଡ ଲାଗି ରୋଗୀ ହତାଶ।
କେନ୍ଦୁଝର, ତା ୨୬/୨- କେନ୍ଦୁଝର ଲୋକଙ୍କ ରକ୍ତ ଖଣି ଟଙ୍କାରେ ନବୀନ ବାବୁ ଧରଣୀଧର ମେଡିକାଲ କଲେଜ ନିର୍ମାଣ କରି ୨୦୨୩ରେ ଏହାରଶୁଭ ଉଦଘାଟନ କରିଥିଲେ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରୋଗୀ ଶଯ୍ୟା ତଥା ଅନୁସଙ୍ଗିକ ବ୍ୟବସ୍ଥାକୁ ନେଇ ଏହି ମେଡିକାଲ କଲେଜ ତିନି ବର୍ଷ ହେଲାଣି ଚାଲୁ…
ଜିଲ୍ଲାରେ ଶିଶୁଙ୍କ ସୁରକ୍ଷା ଦାୟିତ୍ୱ ନିଭାଇବାକୁ ସରକାରୀ ସଂସ୍ଥାର ଅବହେଳା
କେନ୍ଦୁଝର, ତା୨୬/୨- ଜିଲ୍ଲା ଶିଶୁ ସୁରକ୍ଷା ସଂସ୍ଥା ନିଜ ଦାୟିତ୍ୱ ଠାରୁ ବହୁ ଦୂରରେ। ବାପ, ମା' ଛେଉଣ୍ଡ ପିଲା ଅବା ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କ ପିଲାଙ୍କୁ ପୃଷ୍ଟପୋଷକତା ଯୋଗାଇ ଦେବା ପାଇଁ ସାମାନ୍ୟ ତତ୍ପର ନାହିଁ। ଏପରିକି ଦରଖାସ୍ତ ପାଇଁ ଫର୍ମ ଯୋଗାଇ ଦେବାକୁ ରାଜି ନୁହେଁ ଏ…
ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଅସ୍ତରଙ୍ଗ :୨୬/୨ -ବୁଧବାର ପ୍ରାତଃ ରୁ ଜଣେ ବୃଦ୍ଧଙ୍କ ମୃତଦେହ ଡମଶୁଣ ସ୍ଥିତ ଲୁଣାପାଟ ନିକଟ ଏକ ଚୁଆ ରେ ମୁହଁ ମାଡି ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇବା ପରେ ଏହି ଘଟଣା ସମ୍ପର୍କରେ ନୂଆଗଡ ସାମୁଦ୍ରିକ ଥାନା ପୁଲିସ କୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଂଚି ବୃଦ୍ଧଙ୍କ…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସ୍ମାର୍ଟ୍ ଇନଭେଷ୍ଟର୍ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ସେବି ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ର ମିଳିତ ଆନୁକୂଲ୍ୟରେ ସ୍ମାର୍ଟ୍ ଇନଭେଷ୍ଟର୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଭାରତ ବିକାଶ ପରିଷଦର ଆନେମିଆ ମୁକ୍ତ ଭାରତ କାର୍ଯ୍ୟକ୍ରମ .
ରାଉରକେଲା,(ବସନ୍ତ କୁମାର ଜେନା): ଭାରତ ବିକାଶ ପରିଷଦର ମହିଳା ସହଭାଗିତା ବିଭାଗ ତରଫରୁ ଆନେମିଆ ମୁକ୍ତ ଭାରତ ଭଳି ଏକ ସଚେତନତା କାର୍ଯ୍ୟକ୍ରମ କୋଏଲ ନଗର ସରସ୍ଵତୀ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡ ଓ ସମ୍ପାଦକ ବନ୍ଦିତା ମାହତୋଙ୍କ…
ନିଶାମାଫିଆ କୁ କାବୁ କଲା ଅବକାରୀ ବିଭାଗ
ଜଗତସିଂହପୁର ତା -୨୬. ୦୨. ୨୦୨୬ ସୁମନ୍ତ କୁମାର ଦାସ : ୨୬ ତାରିଖ ଗୁରୁବାର ଦିନ ଜଗତସିଂହପୁର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ରେ ଚଢାଉ କରି ଜଣେ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଜଗତସିଂହପୁର ଥାନା ଅନ୍ତର୍ଗତ ଲାଲାସାହି ଗ୍ରାମର ଉମେଶ ସିଂ…
ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଖରିଫ…
ଜଗତସିଂହପୁର ତା- ୨୬.୦୨.୨୦୨୬ ରିଖ ସୁମନ୍ତ କୁମାର ଦାସ: ଆଜି ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ…