Sign in
Sign in
Recover your password.
A password will be e-mailed to you.
ସିଏମ ରିଲିଫ ଫଣ୍ଡକୁ ତିନିମାସର ଦରମା ଦେଲେ ମନ୍ତ୍ରୀ ରାଜା, ପ୍ରତାପ
ମାସକର ଦରମା ଦେଲେ ବିଧାୟକ ଦେବୀରଞ୍ଜନ, ସଂଗ୍ରାମ ଦେଲେ ତିନିମାସର ଭତ୍ତା
ଭୁବନେଶ୍ୱର( ଶାସକ ପ୍ରଶାସକ) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ତିନିମାସର ଦରମା କରୋନା ପିଡୀତଙ୍କ ସକାଶେ ଖର୍ଚ କରିବା ପାଇଁ ସିଏମ (କୋବିଦ-୧୯) ରିଲିଫ ଫଣ୍ଡକୁ ପ୍ରଦାନ କରିବା ତଥା ରାଜ୍ୟ ଯୋଜନା…
ତିନିମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲେ ପ୍ରଣବ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ୱର( ଶାସକ ପ୍ରଶାସକ) ପୂର୍ବତନ ମନ୍ତ୍ରୀ, ବର୍ତ୍ତମାନର ବିଧାୟକ ତଥା ବିହୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦାଙ୍କ ଅନୁସରଣ କରି କୋବିଦ ପ୍ରଭାବିତଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ (କୋବିଦ-୧୯) ରିଲିଫ ପାଣ୍ଠିକୁ ନିଜ…
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବେ ଅଧିକ ୫ ଲକ୍ଷ ହିତାଧିକାରୀ
ଭୁବନେଶ୍ୱର :(ଶାସକ ପ୍ରଶାସକ) ରାଜ୍ୟରେ କରୋନାର ମୁକାବିଲା କରିବା ନିମନ୍ତେ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ ଲକ୍ଷ ଗରିବ, ଦୁସ୍ଥ ଓ ବଂଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ନିମନ୍ତେ ସ୍ଥିର କରିଛନ୍ତିା ଏହି ହିତାଧିକାରୀମାନେ ମାସିକ…
“ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଆମଦାନୀ ଉପରେ ତୀକ୍ଷ୍ଣ ନଜର ରଖ”
କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଶାସକ ପ୍ରଶାସକ)- ରାଜ୍ୟରେ କରୋନା(କୋଭିଡ୍-୧୯)ର ମୁକାବିଲା କରିବା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତିା କରୋନା ସଂକ୍ରମଣ ଭୟରେ ଲୋକମାନେ ଅଧିକ ମାତ୍ରାରେ ନିତ୍ୟ ବ୍ୟବହାର୍ଯ୍ୟ…
କରୋନା ମୁକାବିଲା: ଅଦାଲତ କାର୍ଯ୍ୟ ଉପରେ ଲାଗିଲା କଟକଣା
ବାରିପଦା(ଦିଲ୍ଲୀପ ମହାନ୍ତି )- କୋରନା ଭାଇରସ୍ (କୋଭିଡ୍-୨୦୧୯) ସଂକ୍ରମଣ ପ୍ରତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କଟକସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପତ୍ରସଂଖ୍ୟା ୪୫୪୨/୨୩.୦୩.୨୦୨୦ ଅନୁସାରେ ଆଦାଲତର କାମକାର୍ଯ୍ୟ ଉପରେ କଟକଣା ଲାଗୁ କରାଯିବା ପରେ ମୟୂରଭଞ୍ଜ ଜିଲ୍ଲା ବାର…
“ଘରେ ରୁହନ୍ତୁ, ପରିବାର ସହିତ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହୁଅନ୍ତୁ”
ମୟୁରଭଞ୍ଜବାସୀଙ୍କୁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ନିବେଦନ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ ଆଜି କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଘରେ ରୁହନ୍ତୁ, ପରିବାର…
ମୟୂରଭଞ୍ଜରେ ବସ, ଅଟୋ, ଟ୍ୟାକ୍ସି ଚଳାଚଳ ବନ୍ଦ
ବାରିପଦା(ଦିଲ୍ଲୀପ ମହାନ୍ତି )- ସମଗ୍ର ବିଶ୍ୱରେ ଦେଖାଯାଇଥିବା ନୋଭେଲ କରୋନା(କୋଭିଡ୍-୨୦୧୯) ଆର୍ନ୍ତଜାତିକ ବିପର୍ଯ୍ୟୟ ଘୋଷଣା ପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସଚେତନାତା କାର୍ଯ୍ୟକ୍ରମ ସହ ସତର୍କତା ମୂଳକ ମାର୍ଗଦର୍ଶିକା ନିଦେ୍ର୍ଧଶାବଳୀ ଜାରି କରାଯାଇ ଆସୁଅଛି । ଏହି…
ଜିଲ୍ଲାରେ ହୋଟେଲ, ରେଷ୍ଟୋରାଣ୍ଟ, ଜଳଖିଆ, ଚା ଓ ପାନ ଦୋକାନ ବନ୍ଦ
ବାରିପଦା(ଦିଲ୍ଲୀପ ମହାନ୍ତି )- କୋରନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ପ୍ରତି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ସ୍ୱତନ୍ତ୍ର ମାର୍ଗଦଶିକା ଜାରି କରାଯାଇଆସୁଅଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ…
ବୁଗୁଡ଼ାରେ ଅନ୍ୟ ରାଜ୍ୟରୁ ଆସିଥିବା ୧୬୬ ଜଣ ପଞ୍ଜିକୃତ,କେହି କରୋନା ସଂକ୍ରମିତ ନୁହଁନ୍ତି
* ବ୍ଲକ,ତହସିଲ,ଓ ପୋଲିସ ପ୍ରଶାସନଙ୍କ ଘନ ଘନ ପରିଦର୍ଶନ ଓ ପେଟ୍ରୋଲିଂ
* ୨୧ ଟି ପଞ୍ଚାୟତରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ, ସ୍ୱାସ୍ଥ୍ୟ ବିଭାଗର ତପ୍ତରତା
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ଅଞ୍ଚଳକୁ ଅନ୍ୟ ରାଜ୍ୟରୁ ଆସିଥିବା ୧୬୬ ଜଣ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ ହୋଇଥିବା…
ବୁଗୁଡା ତହସିଲ,ପୋଲିସ ଓ ଏନଏସି ପକ୍ଷରୁ ବ୍ୟବସାୟୀଙ୍କୁ ଲକ ଡାଉନ ସଚେତନତା ବାର୍ତ୍ତା
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଥିବା କରୋନା ଭୂତାଣୁ ଓଡ଼ିଶାରେ ଯେପରି କାୟା ବିସ୍ତାର ନକରେ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ପଦକ୍ଷେପ ଗ୍ରହଣ କରି ଜନସଚେତନତା କରିଥିଲେ ମଧ୍ୟ ୨୩ ତାରିଖରେ ଲକ ଡାଉନକୁ ଅନେକ ବ୍ୟକ୍ତି ମାନି ନଥିବା…