ପୋଲିସ ଜିମ୍ନାସିଅମ ବିଲଡିଂ ଏବଂ ବ୍ୟାଡମିଣ୍ଟନ ଇଣ୍ଡୋର ହଲ ଉଦ୍ଘାଟିତ 

0

 

01-03-18-au.jpg - 494.40 kB 

ବଲାଙ୍ଗୀର/ନିରୋଜ ମିଶ୍ର : ପୋଲିସ ଜିମ୍ନାସିଅମ ବିଲଡିଂ ଏବଂ ବ୍ୟାଡମିଣ୍ଟନ ଇଣ୍ଡୋର ହଲ ଉଦ୍ଘାଟନ କରିବା ଅବସରରେ ରାଜ୍ୟସଭା ସାଂସଦ  ଅନଙ୍ଗ ଉଦୟ ସିଂହଦେଓ, ମହାରାଣୀ ବିଜୟାଲକ୍ଷ୍ମୀ ଦେବୀ,  ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅରକେଶ ନାରାୟଣ ସିଂହଦେଓ, ଏସପି ଏମ. ଶିବା ସୁବ୍ରମଣି, ଡ଼ିଏସପି ଶଶିଭୂଷଣ ଶତପଥୀ | ସୂଚନାଯୋଗ୍ୟ ଯେ ରାଜ୍ୟସଭା ସାଂସଦ  ଶ୍ରୀ ସିଂହଦେଓ ଏହି ପ୍ରକଳ୍ପ ପାଇଁ ତାଙ୍କ ସଂସଦ ହାତ ପାଣ୍ଠିରୁ ୨୪ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ | 

Leave A Reply

Your email address will not be published.