ଇଣ୍ଟର ୟୁନିଭର୍ସିଟି ଫେନସିଙ୍ଗ ମିଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀତ ହୋଇଥିବା ଦଳରେ ସାମିଲ ହୋଇଥିବା ମହିଳା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା

0

28-02-18-balangir.jpg - 58.27 kBପଞ୍ଜାବରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟର ୟୁନିଭର୍ସିଟି  ଫେନସିଙ୍ଗ ମିଟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀତ ହୋଇଥିବା ଦଳରେ ସାମିଲ ହୋଇଥିବା ମହିଳା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଆଉ ପାଖରେ ଅଛନ୍ତି ରାଜ୍ୟ ଫେନସିଙ୍ଗ ଆସୋସିଏସନର ଯୁଗ୍ମ ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ 

Leave A Reply

Your email address will not be published.