କପା ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ୨୫  ହଜାର ଲୁଟି

0

 

ରାୟଗଡ଼ାରୁ ସରୋଜ କୁମାର ସାହୁ : ଆଜି ରାୟଗଡ଼ା ର ମାଝିଘରିଆଣି ମନ୍ଦିର ନିକଟ ରାସ୍ତା ରେ ଦୁଇଜଣ କପା ବ୍ୟବସାୟୀଙ୍କ ଠାରୁ ୭ ଲକ୍ଷ ୫୦ ହଜାର ଲୁଟି ନେଇଥିବା ଜଣା ପଡ଼ିଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଦୁଇଜଣ କପା ବ୍ୟବସାୟୀ ଵି.  ଶେଷଗିରୀ ରାଓ ଓ ଵି. ରାମନାରାୟଣ ଗତକାଲି ଓ ଆଜି ସ୍ଥାନୀୟ ଏକ୍ସସିସ ବ୍ୟାଙ୍କ ରୁ ଟଙ୍କା ଉଠାଇ ଥିଲେ । ଆଜି ମୋଟର ସାଇକେଲ ରେ ଯାଉଥିବା ବେଳେ ଦୁଇ ଜଣ ଲୁଟେରା   ମୋଟର   ସାଇକେଲ ରେ ସେମାନଙ୍କ ପିଛା କରି ଧରିଥିବା ଟଙ୍କା ଵ୍ୟଗ୍ କୁ ଝାମ୍ପି ନେଇଥିଲେ । ଉକ୍ତ ଟଙ୍କା ସେମାନେ କପା ଦେଇଥିବା ଚାଷି ଦେଇଥାନ୍ତେ ବୋଲି ସେମାନେ ପ୍ରକାଶ କରିଥିଲେ ।ଥାନାରେ କେଶ ରୁଜୁ କରି ତଦନ୍ତ ଚାଲିଥିବା ରାୟଗଡ଼ା ଥାନା ଅଧିକାରୀ ପ୍ରକାଶ କରିଛନ୍ତି

Leave A Reply

Your email address will not be published.