( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ରୁ ମନୋଜ ସ୍ବାଇଁ ନାମକ ଜଣେ ଯୁବକ ର ଶବ ଉଦ୍ଧାର ହୋଇଛି। ଯାହାକି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତ ଯୁବକ ର ଘର ପୁରୀ ଓ ସେ ମନ୍ଦିର ର ରୋପୱ କାମ କରୁଥିବା ବେଳେ ଉକ୍ତ ହୋଟେଲ ରେ ଗତ ୨୮ ତାରିଖରୁ ରହୁଥିବା ଜଣାପଡିଛି। ଆଜି ସକାଳୁ ଏହି ଖବର ପ୍ରକଟିତ ହେବା ପରେ ପୁରୁଷୋତ୍ତମ ପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.