ଜିଆଇଇଟି ୟୁନିଭରସିଟି :  ସାଇନ୍ସ ଆଣ୍ଡ ଟେକ୍ନୋ ଏକ୍ସପୋ ଉଦଯାପିତ 

0

ରାୟଗଡ଼ା ଜିଲ୍ଲା ଗୁଣପୁର ଜି.ଆଇ.ଇ.ଟି ୟୁନିଭରସିଟି ଠାରେ ଗତ ୨୩ ତାରିଖ ଦିନ ଠାରୁ ଚାଲିଥିବା ସାଇନ୍ସ ଆଣ୍ଡ ଟେକ୍ନୋ ଏକ୍ସପୋ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।  ୩ ଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମର ଶେଷ ଦିବସରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ର ଧ୍ୱଜ ପଣ୍ଡା ପୁରସ୍କାର ବିତରଣ କରିଥିବା ବେଳେ ଅନୁଷ୍ଠାନ ର ଅଧକ୍ଷ ସତ୍ୟ ପ୍ରକାଶ ପଣ୍ଡା ଜି.ଆଇ.ଇ.ଟି ୟୁନିଭରସିଟି ରେ ରହିଥିବା ବିଭିନ୍ନ ବିଭାଗ ୨୦୧୯ ର ଶ୍ରେଷ୍ଠ ବିଦ୍ୟାର୍ଥୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରିଥିଲେ । କାର୍ଯ୍ୟକ୍ରମ ର ଶେଷ ଦିବସ ରେ ଛାତ୍ର ଛାତ୍ରୀଙ୍କ ମନୋରଞ୍ଜନ ନିମନ୍ତେ ୨୦୧୫ ବିଶ୍ବ ସ୍ଥରିୟ ଏକ୍ସ ଫେକ୍ଟର୍ ସଂଗୀତ ପ୍ରତିଯୋଗିତାର ବିଜେତା ଗୀତ ସାଗର ଆସିଥିବା ବେଳେ ଅନ୍ୟତମ ଆକର୍ଷଣ ଭାବେ ପ୍ରଚ୍ଛଦପଟ୍ଟ ଗାୟିକା ଓଡ଼ିଆ ଝିଅ ସୋନମ୍ ଦାଶ ଆସି ସମସ୍ତ ଙ୍କୁ ନିଜ କଣ୍ଠ ସ୍ୱରରେ ମନ ମୁଗ୍ଧ କରିଥିଲେ ।

Leave A Reply

Your email address will not be published.