ଡ. ସୁଜିତ ପୃଷେଠ ଙ୍କୁ ମଧ୍ୟ ପ୍ରଦେଶ ରାଷ୍ଟ୍ର ଭାଷା ପୁରସ୍କାର ପ୍ରଦାନ।

0 2

ଭୋପାଳ/ବରଗଡ :- ଶିବାଶିଷ ପଟ୍ଟନାୟକ (୦୭/୦୨):- ୨୦୨୫ ମସିହାର ମର୍ଯ୍ୟାଦାବନ୍ତ ମଧ୍ୟପ୍ରଦେଶ ରାଷ୍ଟ୍ରଭାଷା ପୁରସ୍କାର ଲେଖକ ପ୍ର.ସୁଜିତ କୁମାର ପୃଷେଠ୍ ଙ୍କୁ ପ୍ରଦାନ କରାଯାଇଛି। ଭୋପାଳ ସ୍ଥିତ ହିନ୍ଦୀ ଭବନ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମଧ୍ୟ ପ୍ରଦେଶ ରାସ୍ୱର ଭାଷା ପ୍ରଭାର ସମିତି ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥିରେ ପଦ୍ମଶ୍ରୀ ହରିଇଁ ନାରାୟଣ ଦୀକ୍ଷିତ, ସାହିତ୍ୟିକ ରଘୁନନ୍ଦନ ଶର୍ମା ଏହି ପୁରସ୍କାର ପ୍ରଦାନ କରିଥିଲେ । ଲେଖକ ପ୍ର ସୁଜିତ କୁମାର ପ୍ର . ପୃଷେଠ ଙ୍କୁ ମାନପତ୍ର ସହ ଏକୋଇଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.