ବାଣପୁର:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ବାଣପୁର ମୁସଲମାନ ଗ୍ରାମରେ ଥିବା ମଦ୍ରାସା , ମଦ୍ରାସା ଇସ୍ଲାମିୟାଁ ସ୍କୁଲ ଟି ଦୀର୍ଘ ପଚାଷ ବର୍ଷ ପୁରାତନ ଭାବେ ଆଖ ପାଖରେ ପରିଚିତ, ସ୍କୁଲଟିର ସାମନ୍ନାପଟ ମୁସଲମନ ଗଡ଼ସାହି କୁ ସଂଯୋଗ କରୁଥିବା ଏକ ରାସ୍ତା ଯାହା ୧୦ ପୁଟ ଥିବାରୁ ତାହା କିଛି ଖଳ ପ୍ରକୃତିର ଲୋକଙ୍କ ଇସାରାରେ ଠିକାଦାର ଙ୍କୁ ହାତକରି ସରକାରୀ ସ୍କୁଲ ହତା କୁ ଭାଙ୍ଗି ତାହା ସମାନ କରି ଗ୍ରାମ ରୋଡ଼କୁ ଓସାରିଆ କରିବାର ସାମ୍ନାକୁ ଆସିଛି, ସ୍କୁଲଟି ବାଣପୁର ମୁଖ୍ୟ ରାସ୍ତାରେ ଥିବାରୁ ଛାତ୍ର ଛାତ୍ରୀ ମାନେ ଦୁର୍ଘଟଣା ହେବାର ଯଥେଷ୍ଟ ସମ୍ଭାବନା ରହୁଛି , କେଉଁ ପ୍ରଭାବଶାଳୀ ବ୍ୟକ୍ତି ଯାହାର ନିର୍ଦ୍ଧେଶରେ ସରକାରୀ ସ୍କୁଲ ଜଗାଟିକୁ ଅକ୍ତିୟାର କରିବାକୁ ନିର୍ଦେଶ ଦେଇଥିଲେ ଓ ସରକାରୀ କାମ କରିଥିବା ଠିକାଦାର ବାବୁ ଜଣଙ୍କ କିଏ, କାହା ଚାପରେ ପଡ଼ି ଠିକାଦାର ବାବୁ ରୋଡ଼ ଟିକୁ ଓସାରିଆ କରିବାକୁ କେତେ ଅଧିକ ବିଲ କରାଇଛନ୍ତି ଯାହା ସରକାରୀ ସ୍କୁଲ ଜାଗା କୁ ଗ୍ରାମ ରୋଡ଼ ଭାବେ ପରିଣତ କରିବାପାଇଁ,ଜଣେ ମଦ୍ରାସାର ପୁରାତନ ଛାତ୍ର ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଜଣାଇଛନ୍ତି ସ୍କୁଲର ହଡ଼ପ ହୋଇଥିବା ଜାଗାଟିକୁ ପୁନର୍ବାର ସ୍କୁଲର ପାଚେରି କରିବାପାଇଁ ଓ ହଡ଼ପ କରି ରୋଡ଼ କରିଥିବା ଠିକାଦାର ଓ ରୋଡ଼ ଚାଉଡ଼ା କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post