( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଗତ କିଛି ବର୍ଷ ପୁର୍ବେ ଘଟିଥିବା ବହୁଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ଅଭିଯୁକ୍ତ ୫ ଜଣକୁ ଙ୍କୁ ଆଜି ମାନ୍ୟବର ଅଦାଲତ ଆଜି ଆଜୀବନ କାରାଦଣ୍ଡ ସହ ନଗଦ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ଓ ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.