ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବୀମାଲ : ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇ ଯାଇଛିା ସଂଘ କା ର୍ଯ୍ୟାଳୟ ପରିସରରେ ୮୦ରୁ ଉର୍ଦ୍ଧ୍ବ ସଦସ୍ୟ ମାନେ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲୋ ସର୍ବସମ୍ମତି କ୍ରମେ ସଭାପତି ଭାବେ ବାଲାରାଜୁ ପାଢି, ଉପସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ, ସମ୍ପାଦକ ଅଶୋକ କୁମାର ସାମଲ, ସହ ସମ୍ପାଦକ ଲଡୁ କିଶୋର ପଣ୍ଡା, ସଂ ଯୋଜକ ଜୀବନ କୁମାର ମହାନ୍ତି, କୋଷାଧ୍ୟ କ୍ଷ ଜୟଦେବ ରାଉଳ, ମନୋନୀତ ହୋଇଥଇବା ବେଳେ ଉପଦେଷ୍ଟା ଭାବେ କେ ରାବାଣା, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଦିନବନ୍ଧୁ ଜେନା, ଶିବ ପ୍ରସାଦ ପାତ୍ର, ବାଳକୃଷ୍ଣ ପାଢି ରବିନ୍ଦ୍ର କୁମାର ମହାରଣାଙ୍କୁ ମନୋନୀତ କରା ଯାଇଥିଲ।। ସେହିପରି କା ର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଜଗନ୍ନାଥ ତିଆଡି, ବେଣୁପାଣି ଖାଡେଙ୍ଗା, ଚିରଞ୍ଜିବି ମହାପାତ୍ର, ଗୌରଚନ୍ଦ୍ର ପୁଜାରୀ, ଗିରିଧାରୀ ପାଣିଗ୍ରାହି, ନବ କୁମାର ସାହୁ, ନରସିଂହ ପାଢି, ଅଭିମନ୍ୟୁ ବେହେରା, ଏସ୍. ଏରାସ୍ୱାମୀ, ପୁର୍ଣଚନ୍ଦ୍ର ସାହୁ, ଗଣେଶ ଚନ୍ଦ୍ର ଜେନା, ଶ୍ରୀନିବାସ ପଣ୍ଡାଙ୍କୁ ମନୋନୀତ କରା ଯାଇଥିଲ।। ନୁତନ କର୍ମକର୍ତା ମାନଙ୍କୁ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଶପଥ ପାଠ କରାଇଥିଲୋ
Sign in
Sign in
Recover your password.
A password will be e-mailed to you.
Next Post