ରାଜଗାଙ୍ଗପୁର ତା ୦୯-୦୧-୨୬.ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିମଳା ଦେବୀ ଉଚ୍ଚ ବିଦ୍ୟାଳୟ (ଲାଇଙ୍ଗ) ରେ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁନ୍ଦରଗଡ଼.ଦ୍ଵାର ଅନୁଷ୍ଠିତ ହୋଇଥିଲା।
ଏଥିରେ ମୋଟ ୧୭୦ ଜଣ ରେଜିଷ୍ଟ୍ରେସନ କରିଥିଲେ। ବିଭିନ୍ନ ବିଭାଗ ର ଡାକ୍ତର ମାନଙ୍କୁ ଦ୍ଵାରା ପରିକ୍ଷା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.