ଖଇରା ରେ ମା ବଳସ ଘରିଏନ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ

0

 

ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଠାରେ ମା ବଳସ ଘରିଏନ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ଚାଲିଥିବା କ୍ରିକେଟ ପ୍ରତିଯୋଗିତା ରେ ଡ଼ମଝର କୁ ହରାଇ ଖଡ଼ିଆଳ ଗାନ୍ଧୀ ନଗର ଚାମ୍ପିୟାନ ହୋଇଛି l ଉଦଯାପନୀ ପୁରସ୍କାର ବିତରଣୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ଅବନୀ କୁମାର ଯୋଷୀ, ସମ୍ମାନିତ ଅତିଥି ଭାବେ ମଝିଆ ମାଝି, ମୁଖ୍ୟବକ୍ତା ଭୁବନେଶ୍ୱର ରାଉତ, ସମ୍ମାନିତ ଅତିଥି କୋମନା ବ୍ଲକ ବିଜେଡି ସଭାପତି ମାଝୀ ବାବୁ,ମାଲଖାମ ନାଗ,ପୁରନ୍ଦର ମାଝି, ମୁରଲୀହଂସ,ନନ୍ଦଲାଲ ଦଣ୍ଡସେନା, ହରିହର ସାହୁ, ବୈଶାମ୍ପୟନ ଶବର,ପୁରୁନଧର ଦଣ୍ଡସେନା, ଅଚୁତାନନ୍ଦ ବିଭାର ଆୟୋଜକ କମିଟିର ସଭାପତି ମହେନ୍ଦ୍ର ବାଗ, ସମ୍ପାଦକ ପଦ୍ମନ ଦଣ୍ଡସେନା,ମଙ୍ଗଳସିଂ ମାଝି, ବିଘ୍ନ କିଶୋର ଜାନି, ନରେନ୍ଦ୍ର ଦଣ୍ଡସେନା, ରଞ୍ଜନ ରାଉତ, ହେମନ୍ତ ମାଝୀ, ଦୁଲୁପ ଦଳ,ବରିଷ୍ଠ ସାମ୍ବାଦିକ ଜଗତ ରାମ ଦଣ୍ଡସେନା, ସାମ୍ବାଦିକ ଉପେନ୍ଦ୍ର ବାଗ , ପ୍ରମୁଖ ମଂଚାସୀନ ଥାଇ ବିଭିନ୍ନ ପୁରସ୍କାର ବିତରଣ କରିଥିଲେ l ଅମ୍ପାୟାର ଭାବେ ଯୋଗେନ୍ଦ୍ର ମାଝି ଓ ଦେବସନ ଦଳ କାର୍ଯ୍ୟ ତୁଲାଇଥିବାବେଳେ ଜିତେନ୍ ବେହେରା ଓ ପ୍ରଶାନ୍ତ ଦଳ ଧାରା ବିବରଣୀ ପ୍ରଦାନ କରିଥିଳେ ସ୍କୋର ବୋର୍ଡ ରେ ସହଯୋଗ କରିଥିଲେ ଭଗବାନ ଦଣ୍ଡସେନା ଓ ୭ ଦିନ ଧରି ଟେଣ୍ଡ ରେ ସହଯୋଗ କରିଥିଲେ ଜୟ ଜଗନ୍ନାଥ ଟେଣ୍ଡ ହାଉସ,ଖଇରା ର ଯଶୋବନ୍ତ କାଣ୍ଡ ଏବଂ ଗ୍ରାମ ର ସମସ୍ତ ଯୁବପିଢ଼ି ଖେଳରେ ସହଯୋଗ କରିଥିଲେ

Leave A Reply

Your email address will not be published.