ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ୱର୍ଗତ ଡାନିଏଲ୍ ଲାକ୍ରା ଙ୍କ ଆତ୍ମା ଶାନ୍ତି ପାଇଁ ତା ୦୭.୦୭.୨୦୨୫ ଅପରାହ୍ନ ଚାରିଟା ସମୟରେ ଏକ ଶୋକ ସଭା ଆୟୋଜନ ହୋଇଥିଲା| ଏହି ଶୋକ ସଭା ରେ ପୂର୍ବତନ ବିଧାୟିକା ସୁଶ୍ରୀ ଦୀପାଳୀ ଦାସ ସମେତ ଜିଲ୍ଲା ର ବରିଷ୍ଠ ବିଜୁ ଜନତା ଦଳର ସଭ୍ୟ ମାନେ ଯୋଗ ଦେଇଥିଲେ। ଶୋକ ସଭା ରେ ସମସ୍ତେ ୱାର୍ଡ଼ କାଉନସିଲର ସ୍ୱର୍ଗୀୟ ଡାନିଏଲ୍ ଲାକ୍ରା ଙ୍କ ସୃତିଚାରଣ କରିଥିଲେ।
ଶୋକ ସଭା ରେ ଜିଲ୍ଲା ସଭାପତି ହରିଶ ଗନାତ୍ରା, ତାପସ ରାୟ ଚୌଧରି, ରବି ସିଂ, ସନ୍ଦୀପ ଅବସ୍ତି, ଅଶୋକ ଦାସ, ପ୍ରତାପ ନନ୍ଦ, ପିଣ୍ଟୁ ପାଢ଼ୀ, ନଟବର ଶର୍ମା,ସିଦ୍ଧାର୍ଥ ସରକାର, ପୱନ୍ ସିଂ ଯାଦବ, ମଦନ ହାତୀ,ତୁଳସୀ ଦାସ, ଶଶି ତିୱାରୀ, ଅମିତ୍ ଯାଦବ, ଆଶିଷ ଶର୍ମା, ଜାହିଦ କୁରେଶି, ଇଫତିକାର ଇମାମ, ରାନି ହାତୀ, ନବନିତ୍ ଜୋର୍, ଝରଣା ହାତୀ, ଦିପା ନାଏକ ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.