ଗଜପତି ଉତ୍ସବ ଉଦଯାପିତ

0

 

Gajapati/Balakrisna Panigrahi :  ପାଞ୍ଚ ଦିନ ଧରି  ଗଜପତି ଷ୍ଟାଡିୟମର  ମୁକ୍ତାକାଶ ମଞ୍ଚରେ ଚାଲିଥିବା ଗଜପତି ଉତ୍ସବ ଶୁକ୍ରବାର ଦିନ ଗଜପତି ଉତ୍ସବ ଉଦଯାପିତ ହୋଇଯାଇଛି। ଉଯାପନୀ ରଜନୀ ଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନ ଟି. ଆପାଙ୍ଗ  ଆଓ  ,ଦକ୍ଷିଣାଞ୍ଚଳ ପୋଲିସ ଆଇଜି ଘନଶ୍ୟାମ   ଉପାଧ୍ୟାୟ , ଗଜପତି ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ,  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର ଦାଶ, ମଞ୍ଚାସୀନ କରିଥିଲେ । ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଗଜପତି ଉତ୍ସବ ସ୍ମରଣୀକାକୁ ଉନ୍ମୋଚନ କରିଥିଲେ ଅତିଥି ମାନେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳାହାଣ୍ଡି,ସମଲେଇ ନୃତ୍ୟକଳା ପରିଷଦର ସମ୍ବଲପୁରୀ ନୃତ୍ୟ,ଓଡ଼ିଶୀ ନୃତ୍ୟାୟନ,ପୁରୀର ଘୋଡ଼ା ନାଚ ,ଅନୁକୋଣ୍ଡ।ଗୁଡ଼ା,ପଦାମୃତର ନୃତ୍ୟାୟନ ,ସରସ୍ୱତୀ ଶିଶୁ ମନ୍ଦିର ର କଳାକାର ମାନେ ବିଳମ୍ବିତ ରାତ୍ରୀ ପଯ୍ୟନ୍ତ ନୃତ୍ୟ ପଦର୍ଶନ କରିଥିଲେ।

Leave A Reply

Your email address will not be published.