ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ଓ ସୁସ୍ଥ ନାରୀ ସଶକ୍ତ ପରିବାର ସମାଜ ଗଠନ କାର୍ଯ୍ୟକ୍ରମ

0

ବେଲଗୁଣ୍ଠା-:-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠ ଦିବସ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଏନ୍. ଏସ.ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ପାତ୍ର ଙ୍କ ତତ୍ୱାବଧାନରେ କଲେଜ ପରିସରରେ ପାଳନ କରାଯାଇଛି। ଏହି ପ୍ରତିଷ୍ଠା ଦିବସରେ କଲେଜର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ୍‌ରେ କୋଉନସିଲର ଡ଼. ପ୍ରଫୁଲ କୁମାର ଜେନା ଏବଂ ଅଧ୍ୟାପକ ସପନ କୁମାର ପ୍ରଧାନ ସମେତ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତତ୍‌ ସହିତ ତା26/09/2025ଦିନ କଲେଜ ପରିସରରେ ସୁସ୍ଥ ନାରୀ ରେ ସଶକ୍ତ ସମାଜ ଗଠନ କାର୍ଯ୍ୟକ୍ରୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଅଜିତ୍‌ କୁମାର ପଟ୍ଟନାୟକ ଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଯାଇଛି। ନିକଟସ୍ଥ ସରକାରୀ ମେଡ଼ିକାଲ ତରଫରୁ ମାନସୀ ଦାସ ଓ ଦୁର୍ଗା ପ୍ରସାଦପାତ୍ର ପିଲାମାନଙ୍କୁ ସୁସ୍ଥ ନାରୀ ହିଁ ସଶକ୍ତ ପରିବାର ସମାଜ ଗଠନରେ ସକ୍ଷମ ସେ ସମ୍ପକରେ ଧାରଣା ଦେଇଥିଲୋ ଏବଂ ପାତ୍ର ମହୋଦୟ ଟିକ ସଂକ୍ରମଣରେ କିପରି ରୋକି ତାର ଚିହ୍ନଟ ଓ ନିରାକରଣ ସମ୍ପକରେ ଛାତ୍ର ଛାତ୍ରୀ କୁସଚେତନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଏନ୍‌.ଏସ୍‌.ଏସ ର ପ୍ରୋଗ୍ରାମ ଅଫିସର ପିଙ୍କି ପାତ୍ର ଓ ଅଧ୍ୟାପକ ସପନ କୁମାର ପ୍ରଦାନ ମଞ୍ଚାସିନଥିଲେ ।

Leave A Reply

Your email address will not be published.