ବଲାଙ୍ଗିର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ୍ ସାଗରପାଲି କଲୋନି ନିକଟରେ ଥିବା ବିଜୟାନନ୍ଦ ସମବାୟ ଚିନିକଳ ଠାରେ ଜିଲ୍ଲାପାଳ ଗୌରୱ ଶିୱାଜି ଇସଲୱାର କାରଖାନା ପରିଦର୍ଶନ କରିଛନ୍ତି । କାରଖାନା ପରିସର ବୁଲି କାରଖାନାର ବିଭିନ୍ନ ଯନ୍ତ୍ରପାତି ତଥା ସ୍ଥିତିର ଅନୁଧ୍ୟାନ କରିଥିଲେ । ଡ଼ିଆରସିଏସ, ବଲାଙ୍ଗିର ପ୍ରଦୀପ ବରିହା ଏବଂ ଜେନେରାଲ ମେନେଜର ବିଜୟାନନ୍ଦ ସମବାୟ ଚିନିକଳ ସପ୍ତଦଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.