ଝାରସୁଗୁଡ଼ା : ବିଜେଡିର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଯେଉଁଠି ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ରାଜ୍ୟ ବିଜେଡିର ସାଧାରଣ ସମ୍ପାଦିକା ଦାୟିତ୍ବ ପ୍ରଦାନ କରାଯାଇଛି। ଯାହାକୁ ନେଇ ଦୀପାଳିଙ୍କ ଅନୁଗତଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହା ପୂର୍ବରୁ ବି ସୁଶ୍ରୀ ଦାସ ଦଳର ବିଭିନ୍ନ ସାଙ୍ଗଠନିକ ପଦ ପଦବିରେ ରହି ଆସିଛନ୍ତି ।
Sign in
Sign in
Recover your password.
A password will be e-mailed to you.