ପଦ୍ମପୁର :- ସ୍ଥାନୀୟ ପାଟଣାଗଡ଼ ରୋଡ଼ ଠାରେ ଏକ ନବ ନିର୍ମିତ ଶ୍ମଶାନ ଘାଟ ଓ ଆମ୍ବେଦକର ଛକଠାରେ ବୋଡାସମ୍ବର ମୂର୍ତ୍ତି ର ଚତୁଃପାର୍ଶ୍ଵରେ ହୋଇଥିବା ସୌନ୍ଦର୍ଯ୍ୟିକରଣ କାର୍ଯ୍ୟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା , ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଶ୍ମଶାନ ର ଉଦଘାଟନୀ ଉତ୍ସବରେ ପ୍ରଶାନ୍ତ ମହାନ୍ତି, ନବ କିଶୋର ସାହୁ, ସୂର୍ଯ୍ୟ ପ୍ରସାଦ ହୋତା, ବିଷ୍ନୁ ପ୍ରସାଦ ବାଜପେୟୀ, ଭରତ ପଣ୍ଡା, ଗାଦି ନାରାୟଣ ପଟ୍ଟନାୟକ, ଅଚ୍ୟୁତାନନ୍ଦ ସେଠ୍, ରଘୁନନ୍ଦନ ଦେଓ କାଉନ୍ସିଲର କବିତା ସେଠ୍, ସଂଯୁକ୍ତା ପୃଷ୍ଟି, ସବିତା ବରିହା, କ୍ଷୀର ସନବର୍ଷା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.