ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆର ଏମ୍ ସି ପରିସରରେ ରାମ ଉତ୍ସବ ସହ ହନୁମାନ ଜୟନ୍ତୀ ପାଇଁ ବଜରଙ୍ଗଦଳ, ରାମ ଭକ୍ତ, ସନାତନି ପ୍ରେମୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଶୁଭମ ବରିହା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ହନୁମାନଚାଳିଶା ପାଠ କରିବା ସହିତ ଧର୍ମରକ୍ଷା ନିଧି, ସଂଗଠନ ର ବିସ୍ତାର ଓ ଅଗକୁ ଆସୁ ଥିବା ରାମଉତ୍ସବ,ହନୁମାନ ଜୟନ୍ତୀ ସମ୍ୱନ୍ଧ ରେ ଆଲୋଚନା କରିଥିଲେ। ଏହି ବୈଠକରେ ବିକାଶ ହାତୀ ଯାଦବ, ସୁରେଶ ପଧାନ, ରାଜା ବୁଦ୍ଧ, ଅନିଲ, ପ୍ରଭାତ, ସଚିନ, ରାହୁଲ, ପ୍ରମୋଦ, ଅତୋଷ, ଟୁନା, ଅଭିଙ୍କ ସତାଧିକା ରାମ ଭକ୍ତ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.