ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ଦିନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗର ପର୍ବ ହୋଲି ଉତ୍ସବ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ପିଲା ମାନେ ନିଜର ଗୁରୁଜୀ ଗୁରୁମା ତଥା ପରସ୍ପରକୁ ରଙ୍ଗ ବୋଳି ଭକ୍ତି ଓ ବନ୍ଧୁତାର ବାର୍ତ୍ତା ଦେବାସହ ବହୁଳ ମାତ୍ରାରେ ପ୍ରାକୃତିକ ରଂଗର ବ୍ୟବହାର କରିବା ସହ ନିରୀହ ପଶୁପକ୍ଷୀଙ୍କ ଉପରେ ରଙ୍ଗ ନ ଢାଳିବା ପାଇଁ ଆହ୍ୱାନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.