ଘେଁସ ଦୁର୍ଗାମନ୍ଦିର ପ୍ରତିଷ୍ଠା ଉତ୍ସବ କାଲିଠାରୁ

0 2

 ସୋହେଲା :-ଘେଁସଠାରେ ନବନିର୍ମିତ ମା’ ଦୁର୍ଗାଦେବୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହୋତ୍ସବ  କାଲି ଠାରୁ ଆରମ୍ଭ ହେବ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସ ପ୍ରଥମ ଉତ୍ସବର ପ୍ରଥମ ଦିବସ ରବିବାର ଦିନ କଳସ ଶୋଭାଯାତ୍ରା ଓ ୨୦ ତାରିଖ ଦିନ ଦେବୀଙ୍କ ମନ୍ଦିର ପ୍ରବେଶ ଅନୁଷ୍ଠିତ ହେବ lମନ୍ଦିର ଉଦ୍ୟୋକ୍ତା ବାଙ୍କେ ବିହାରୀ ଅଗ୍ରୱାଲ ରାମଚନ୍ଦ୍ର ଅଗ୍ରୱାଲ, ମୁରଲୀ ଭୋଇ, ରଣଜିତ ସିଂହ ବରିହା, ଡୋଳାମଣି ପଟେଲ, ସୁଦାମା ବାରିକ, ସୁବାସ ସାହୁ, ବଣ୍ଟା ଅଗ୍ରୱାଲଙ୍କ ସମେତ ପୂଜା କମିଟି, ଗ୍ରାମବାସୀଙ୍କୁ ନେଇ ବିଭିନ୍ନ କମିଟି, ସବକମିଟି କମିଟି ଗଠନ କରାଯାଇଛି। ପ୍ରତ ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ ଦଳ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.