ଚାଉଳ ବୋଝେଇ ଟ୍ରକକୁ ପଛପଟୁ କୋଇଲା ବୋଝଇ ଟ୍ରକ ଦୁଇ ଟ୍ରକ ରେ ନିଆଁ ଲାଗି ଡ୍ରାଇଭର ପାଉଁଶ

2

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ରେ ଦିନକୁ ଦିନ ପଡି ଚାଲିଥିବା ବେଳେ ଆଜି ସକାଳ ୩ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ଠାରୁ ନାସିଗାଁ ମଝିରେ ଚାଉଳ ବୋଝେଇ ଟ୍ରକ କୁ ପଛପଟୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବାରୁ ଦୁଇ ଟ୍ରକରେ ନିଆଁ ଲାଗି ପାଉଁଶ ହେବା ଫଳରେ କୋଇଲା ବୋଝେଇ ଟ୍ରକ ଡ୍ରାଇଭର ଜଳଯାଇ ପାଉଁଶ ହୋଇଯାଇଥିବା ବେଳେ ଚାଉଳ ବୋଝେଇ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି ଭବାନୀପାଟଣା ଅଗ୍ନିସମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିବା ବେଳେ ସଦର ଥାନା ପୋଲିସ ପହଞ୍ଚି ଦତନ୍ତ ଜାରୀ ରଖିଛନ୍ତି l

Leave A Reply

Your email address will not be published.