– (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା)ଖଲିକୋଟ: ସ୍ଥାନୀୟ ପଣ୍ଡିତ ଗାଁ ନିକଟସ୍ଥ କଲେଜ ଜାତୀୟ ରାଜପଥ ୧୬ରେ ମର୍ମଦ୍ୟୁନ୍ତ ସଡ଼କ ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ, ଆସ୍କା ରୁ ବାଇକ୍ ଯୋଗେ ତିନି ଜଣ ବ୍ୟକ୍ତି କହ୍ନେଇ ପୁର ଅଭିମୁଖେ ଯାତ୍ରା କରୁଥିଲେ,ଏ ସମୟରେ ଵାମପାର୍ଶ୍ଵରୁ ଏକ ଦ୍ରୁତଗାମୀ କାର୍ , ବାଇକ୍ ଆରୋହୀ ମାନଙ୍କ ଉପରକୁ ଛଡ଼ାଇ ଦେଇଥିଲେ । ଯାହାଫଳରେ କି ଘଟଣା ସ୍ଥଳରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ, ନିଜର ସଦଳବଳ ଧରି ଥାନା ଗାଡ଼ିରେ ଆହତ ବ୍ୟକ୍ତିଙ୍କୁ ନେଇ ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ସ୍ବାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା। ଆହତ ବ୍ୟକ୍ତିମାନେ ହେଲେ ବଳରାମ ସାହୁ ,ଅଜୟ ଗଉଡ, ଦିବ୍ୟ ଜ୍ୟୋତି ମହାନ୍ତି । ଚିକିତ୍ସାଧୀନ ଥିବା ବେଳେ ବଳରାମ ସାହୁ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବ୍ରହ୍ମ ପୁର ଏମ୍ କେ ସି ଜି ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଗଲା । କାର ନଂ ORO7Z5251 ଥିବା ବେଳେ ବାଇକ୍ ରନମ୍ବର ODO2B ,M7885 ବୋଲି ଜଣାପଡିଛି । କାର ଚାଳକ ଅତ୍ୟଧିକ ମଦ୍ୟପାନ କରି ଥିଲେ, ବୋଲି ସେଠାକାର ସ୍ଥାନୀୟ ବାସିନ୍ଦା ଅର୍ଜ୍ଜୁନ ସାହୁ ତାଙ୍କର ସାଙ୍ଗ ରିପୋର୍ଟ ର ଶିବରାମ ଜେନା କଳିଙ୍ଗ ୨୪ନିୟୁଜ୍ ଙ୍କୁ କହିଛନ୍ତି । ଆଜିର ଏ ଦୁର୍ଘଟଣା ରେ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ଙ୍କ ସମେତ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଥିଲେ, ଦେବଦତ୍ତ ପ୍ରିୟଦର୍ଶିନୀ,
ମାନସୀ ସାହୁ, ହାବିଲଦାର ରମେଶ କୁମାର ରାଉତ , ଉମାଶଙ୍କର ପ୍ରଧାନ ।
Sign in
Sign in
Recover your password.
A password will be e-mailed to you.