(ଶାସକ ପ୍ରଶାସକ/ଖଲିକୋଟରୁ ଶିବରାମ ଜେନା): ଜାତୀୟ ରାଜପଥ ୧୬ରେ ଶଙ୍ଖ ନୂଆଁ ଗାଁ ନିକଟରେ, ଜଳସେଚନ ପ୍ରକଳ୍ପ ସମ୍ମୁଖରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଖବର ନେବାରୁ ଜଣାପଡିଛି ଯେ, ଏକ ଟ୍ରଲର ପୁରୀ
ରୁ ଵାହାରି ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ, ସମସାମୟିକ ଖଲ୍ଲିକୋଟ ଅରୋଵିନ୍ଦ ସ୍କୁଲ ରଅବସର ପ୍ରାପ୍ତ ପ୍ରିନ୍ସ ପାଲ ଅମୂଲ୍ୟ ରତ୍ନ ମିଶ୍ର ନିଜର ବାଇକ୍ ଯୋଗେ ଛତ୍ରପୁର ଅଭିମୁଖେ ଯାତ୍ରା କରୁଥିଲେ, ଏ ସମୟରେ
ବାମ ପାର୍ଶ୍ୱରେ ଆସୁଥିବା ଅଟୋକୁ କାଟି ଆଣିବା ସମୟରେ ଟ୍ରଲର ସହ ଧକ୍କା ହେବାରୁ ସେ ଘଟଣା ସ୍ଥଳରେ ଅଚେତ ଅବସ୍ତାରେ ପଡିଯାଇଥିଲେ । ସେ ସମୟରେ ଖଲ୍ଲିକୋଟ ର କଳିଙ୍ଗ୨୪ ନିୟୁଜ୍ ରିପୋର୍ଟର ଶିବରାମ ଜେନା ପଛ ଭାଗରୁ ଆସୁଥିଲେ। ଲୋକମାନେ ରୁଣ୍ଡ ହୋଇଥିବାରୁ ,ସେ ସେଠାରେ ଅଟକି ଯାଇଥିଲେ। ଆଉ ଆହତଙ୍କ ଆତ୍ମୀୟ ମାନଙ୍କୁ ଜଣାଇଥିଲେ। ଜାତୀୟ ରାଜପଥ ୧୬ରେ ପୋଲିସ୍ ପାଟ୍ରୋଲଲିଙ୍ଗ୍ ବୋଲର ଯୋଗେ ଛତ୍ରପୁର ସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା, ସେଠାରେ ପ୍ରାଥମିକ ଚିକିତ୍ସା କରି ଏମ୍ କେ ସି ଜି ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଗଲା ବୋଲି ନିଜେ ରିପୋର୍ଟ ର ଶିବରାମ ଜେନା କଳିଙ୍ଗ ୨୪ନିୟୁଜ୍ ର କହିଛନ୍ତି, ଏବଂ ସେ ନିଜେ ଉପସ୍ଥିତ ରହି ଆହତକଙ୍କ ଆତ୍ମୀୟ ମାନଙ୍କୁ ସାହାଯ୍ୟ ଯୋଗାଇ ଦେବାସହ S PO ସିମାଞ୍ଚଳ ସାହୁ, କନଷ୍ଟେବଳ ଯୁଧିଷ୍ଠିର ମଲିକ, ଅକ୍ଷୟ ବେହେରା ସହଯୋଗ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.