ଶ୍ରୀ ଗୁରୁଭାଗବତ ଜନ୍ମ ଜୟନ୍ତୀ ପାଳିତ

5

ଗରଦପୁର, ତା- ୧୫/୧୧ – ଆଜି ପବିତ୍ର କାର୍ତିକ ପୁର୍ଣିମାରେ,ଗୁରଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଙ୍କ ଦ୍ବାରା ଲିଖିତ ଶ୍ରୀ ଗୁରୁ ଭାଗବତର ପବିତ୍ର ଗ୍ରନ୍ଥର ଜନ୍ମ ଉତ୍ସବ ରେ ତେଣ୍ଡାକୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ବସନ୍ତପୁର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇ ମନ୍ଦିର ତରଫରୁ ଶ୍ରୀମତୀ ସୁଜାତା ମହାପାତ୍ର ଓ ଶ୍ରୀଯୁକ୍ତ ରବିନ୍ଦ୍ର ତ୍ରିପାଠୀ ଙ୍କ ଦ୍ବାରା ଶ୍ରୀ ଗୁରୁ ଭାଗବତ ପାଠ ମହୋତ୍ସବ ପାଳନ କରାଯାଇଅଛି। ଏଥିରେ ଉପସ୍ଥିତ ରହି ଶତାଧିକ ସାଇ ଭକ୍ତମାନେ ଶ୍ରୀ ଗୁରୁ ଭାଗବତ ଶ୍ରବଣ କରିବା ସହିତ ସାଇବାବା ଙ୍କ ନିକଟରେ ଗୁରୁଜୀଙ୍କ ର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।

Leave A Reply

Your email address will not be published.