ପଦ୍ମପୁର:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୧ ଗୋଟି ୱାର୍ଡ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନାରୀ ସଶକ୍ତିକରଣ ଯୋଜନା “ସୁଭଦ୍ରା ଯୋଜନା” ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରେ ସୁଭଦ୍ରା ଯୋଜନାର ଲକ୍ଷ୍ୟ, ଉଦ୍ଧେଶ୍ୟ ଏବଂ ଉପାଦେୟତା ବାବଦରେ ସଚେତନତା କରାଗଲା। ସମସ୍ତ ୱାର୍ଡ ରେ ୱାର୍ଡ କାଉନସିଲର, ୱାର୍ଡ ଅଫିସର, ସିଡିପିଓ, ଅଙ୍ଗନବାଡି କର୍ମି, ଏବଂ ସ୍ୱଚ୍ଛସାଥି ସୁପରଭାଇଜର ଓ ଯୋଗ୍ୟ ସୁଭଦ୍ରା ହିତାଧିକାରୀ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.