ଖଲିକୋଟ ବ୍ଳକ୍ ତଥା ଏନ୍ ଏ ସି ରେ ଶାନ୍ତି ଶୃଙ୍ଖଳା ସହ ମତଦାନ

3

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା):  ଦୀର୍ଘ ଦିନର ଲାଗି ରହିଥିବା ଭୋଟ ଭିକ୍ଷା ଘୋଡାଦୌଡ ପ୍ରତିଯୋଗିତାର ଅନ୍ତିମ ଦିବସ ରେ ଦ୍ଵିତୀୟ ପର୍ଯ୍ୟାୟ ରେ ଭୋଟର ଙ୍କ ମତଦାନ ଶାନ୍ତିପୂର୍ଣ୍ଣ ସ଼ହିତ ପରିଚାଳନା ହୋଇଯାଇଅଛି।
ଖବର ନେବାରୁ ଜଣାପଡିଛି ଯେ ଖଲ୍ଲିକୋଟ ବ୍ଳକ୍ ର ବିଭିନ୍ନ ପଞ୍ଚାୟତ ତଥା ଏନ୍ ଏ ସି ର ବିଭିନ୍ନ ୱାର୍ଡ ରେ ଭୋଟର ମାନଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ଏଠାରେ ସବୁବର୍ଗ କର୍ମ ଚାରୀ ତଥା ପୋଲିସ ବାହିନୀ , ସ୍ବେଚ୍ଛାସେବୀ ଅନୁଷ୍ଠାନର ଯୁବଗୋଷ୍ଠୀ ମାନଙ୍କ ସହଯୋଗ କୁ ଭୂୟସୀ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.