ଗୁଣପୁରରେ ଯୋଗଦେଲେ ନୂଆ ଉପ ଜିଲ୍ଲାପାଳ ।

0 3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ଉପଖଣ୍ଡ ସଦର ମହକୁମାରେ ନୂତନ ଉପ ଜିଲ୍ଲାପାଳ ଭାବେ କୀରଣଦୀପ କାଉର ସାହଟା (ଭାରତୀୟ ପ୍ରଶାସନିକ ସେବା) ଯୋଗଦାନ କରିଛନ୍ତି । ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ କରି ଗୁଣପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ ଗୁଣପୁରରେ ତାଙ୍କର ପ୍ରଥମ ଯୋଗଦାନ ଅଟେ  |।

 

Leave A Reply

Your email address will not be published.