ଝାରବନ୍ଧ/ମନୋହର ଦାଶ :- ଝାରବନ୍ଧ ବ୍ଳକ୍ ଅନ୍ତର୍ଗତ ନୂଆପଡ଼ା ଠାରେ ଆୟୋଜିତ ବିନ୍ଧ୍ୟବାସିନି କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବେ ଝାରବନ୍ଧ ଯୁବ ବିଜେଡି ସଭାପତି ବିଜୟକେତନ ପଧାନ ସମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ l ଫାଇନାଲ୍ ମ୍ୟାଚ୍ ରେ ବରଗାଁ ଦଳ ଶରଧାପାଲି ୧-୦ ରେ ପରାସ୍ତ କରି ଚମ୍ପିୟନ ହୋଇଥିଲା l ଏହି ଉତ୍ସବରେ କ୍ଲବ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post