ଗାଇସିଲାଟ/ମନ ଡନସନା – ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟବାହାଲ ପଞ୍ଚାୟତ ଅଧିନରେ ଥିବାର ଯୁବାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ ଛୋଟ ଛୁଆ ନୁ ବୁଢ଼ା ଵୁଢି ତକ ସମକୁ କୋଶଲ ରାଏଜ୍ ଆମକୁ ଦରକାର ବଲି ଲୋଖା ହୋଇଥିବାର ପ୍ଲାକାର୍ଡ ଗୁଟେ ଧରି କରି ପ୍ରତି ବାଦ କରୁଛନ ଜୟ କୋଶଲ୍ ନାରା ଲଗେଇଛନ ସଵୁ ବେଲେ ପଶ୍ଚିମାଞ୍ଚଳରେ ଅଣ ଦେଖା କରା ଯାଉଛେ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା କ୍ଷେତ୍ରରେ ବୈମାତୃକ ମନୋଭାବ ଦେଖାଛନ ଓଡ଼ିଶା ସରକାର ସେଥିପାଇଁ ସ୍ୱତନ୍ତ୍ର ରାଜ୍ୟ ଦାଵି କରୁଛନ ଆଇନ ଛାତ୍ର
Sign in
Sign in
Recover your password.
A password will be e-mailed to you.