ବୁଦ୍ଧଦେବ ସରକାରୀ ଉଚ୍ଚ ବିଦ୍ୟାଳୟର ବନମହୋତ୍ସବ ପାଳନ

0 2

ଗାଇସିଲାଟ/ମନ ଡନସନା- ଗାଇସିଲାଟ ଅର୍ନ୍ତଗତ ଗନିଆଁପାଲି ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମେହେରଙ୍କ ଅଧ୍ଯକ୍ଷତା କରିଥିଲେ। ମୁଖ୍ଯ ଅତିଥି ଭାବରେ ଗନିଆଁପାଲି ଗ୍ରାମପଞ୍ଚାୟତ ର ସରପଂଚ ପୁଷ୍ପାଞ୍ଜଳୀ ବେହେରା ଓ ମୁଖ୍ଯବକ୍ତା ଭାବରେ ପ୍ରକୁତି ବନ୍ଧୁ ମୀନକେତନ ସାହୁ ଯୋଗଦେଇଥିଲେ। ଶିକ୍ଷକ ବିଷ୍ଣୁପ୍ରସାଦ ହଂସ ଧନ୍ଯବାଦ ଅର୍ପଣ କରିଥିଲେ। ସମ୍ନାନୀତ ଅତିଥି ଭାବରେ ପ୍ରକୁତି ବନ୍ଧୁ ରତିକାନ୍ତ ପ୍ରଧାନ ଓ ଡିଲେଶ୍ବର ନାଏକ, ଗୋବିନ୍ଦ ମେହେର, ଅନନ୍ତ ମେହେର ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବିକ୍ଷିପ୍ତ ବଣ୍ଟନ କରାଯାଇ ରୋପଣ କରାଗଲା ।ଅତିଥିଗଣ ବିଦ୍ୟାଳୟରେ ବିକ୍ଷିପ୍ତ ରୋପଣ କରିଥିଲେ। ଶିକ୍ଷକ ରମେଶ କୁମାର ସାହୁ, ହୁଦେରାମ ପଟେଲ, ପପୁ କିଶୋର କାଣ୍ଡକାଣ୍ଡ କାର୍ୟ୍ଯକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.