ପ୍ରଶାନ୍ଥ ରେଡ୍ଡୀ କେନ୍ଦ୍ରକୁ ଯିବେ

0

ଭୁବନେଶ୍ୱର : ୨୦୦୯ ବ୍ୟାଚ୍‍ ଆଇଏଏସ୍‍ ଡି ପ୍ରଶାନ୍ଥ କୁମାର ରେଡ୍ଡୀ କେନ୍ଦ୍ରକୁ ଯିବେ | ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତ ହେବେ ଶ୍ରୀ ରେଡ୍ଡୀ | ବର୍ତ୍ତମାନ ଶ୍ରୀ ରେଡ୍ଡୀ ସମାଜ ମଙ୍ଗଳ ନିର୍ଦ୍ଦେଶକ ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଅଛନ୍ତି |

Leave A Reply

Your email address will not be published.