ଅମଲା ମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା

0

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ପାଇଁ ଡାକରା ଦେଇଛନ୍ତି l ବର୍ତ୍ତମାନ ପ୍ରବେଶିକା ବେତନ ହାର ୧୯୦୦ ଟଙ୍କା ଥିବା ବେଳେ ଏହାକୁ ୪୨୦୦ ଟଙ୍କା କୁ ବୃଦ୍ଧି କରାଯାଉ ବୋଲି ଦୀର୍ଘ ଦିନ ହେଲା ସମଗ୍ର ରାଜ୍ୟ ଅମଲା ସଂଘ ସରକାରଙ୍କ ଠାରେ ଦାବୀ କରି ଗତ ମଇ ମାସ ୨୨ ରୁ ୩୧ ତାରିଖ କଳାବ୍ୟାଚ୍ ପରିଧାନ କରିଥିଲେ l କିନ୍ତୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଜୁନ ୧ ତାରିଖରୁ ସାମୁହିକ ଛୁଟିରେ ସାମିଲ ହୋଇଛନ୍ତି l

Leave A Reply

Your email address will not be published.