ସାଧାରଣତନ୍ତ୍ର ଦିବସ ରେ ଲାଗିଲା ମାଓ ପୋଷ୍ଟର

0 3

ଗଣତନ୍ତ୍ର ଦିବସକୁ କଳାଦିବସ ପାଳନ କରିବାକୁ ଲାଗିଛି ମାଓ ପୋଷ୍ଟର।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ // ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ପାରଶାଲି ରେ ବହୁ ଦିନ ନିରବ ପରେ ଆଜି ଗଣତନ୍ତ୍ର ଦିବସକୁ କଳାଦିବସ ପାଳନ ନିମନ୍ତେ ୭ଟି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।ଉକ୍ତ ପୋଷ୍ଟରରେ ଜାନୁଆରୀ ୨୬ ମିଛ ଗଣତନ୍ତ୍ର ଦିବସ କୁ କଳାଦିବସ ପାଳନ, ଏ ଗଣତନ୍ତ୍ର ବ୍ରିଟିଶ ବନାଇଥିବା ଆଇନ ସହ ଆଜି ବି କଳା ଆଇନ ବନାଇ ଲୋକଙ୍କୁ ଦମନ କରାଯାଉଛି । ଗଣତନ୍ତ୍ର ନାଁରେ ଦେଶରେ ଚାଲୁଥିବା ଫାସିବାଦୀ ଶାସନକୁ ବିରୋଧ କରନ୍ତୁ । ଏହି ଗଣତନ୍ତ୍ର ଫମ୍ପା ଗଣତନ୍ତ୍ର ,ଏହା ଧନୀ ପାଇଁ ଗରିବ ଲୋକ ପାଇଁ ନୁହେଁ । ଶେଷରେ ସି ପି ଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.