ଭୁବନେଶ୍ୱର /ଚିଲିକା ; ସକାଳୁ ସକାଳୁ ଖୋର୍ଦ୍ଧା କିଲ୍ଲା ବାଣପୁର ଭଗବତୀ ମନ୍ଦିରରେ ପହଂଚି ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ | ମା’ ଭଗବତୀ ମନ୍ଦିର ରୂପରେଖ ବଦଳିବ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉଥିବା ଯୋଗୁ ଶ୍ରୀ ପାଣ୍ଡିଆନ ଭଗବତୀ ମନ୍ଦିର ଗସ୍ତ କରି ସେବାୟତ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
