ଗାଇସିଲାଟ ଥାନା ପକ୍ଷରୁ ଜନସାଧାରଣଙ୍କ ପାଇଁ ଜଳଛତ୍ର ଉଦଘାଟନ ।

0

ପଦ୍ମପୁର(ଶାସକପ୍ରଶାସକ)-ପ୍ରଚଣ୍ଡ ରୌଦ୍ରତାପକୁ ଦୄଷ୍ଟିରେ ରଖି ଗାଇସିଲାଟ ପୋଲିସ ପକ୍ଷରୁ ଗାଇସିଲାଟ ଥାନା ସମ୍ମୁଖରେ ଜନସାଧାରଣଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା ଜଳଛତ୍ର ଖୋଲା ଯାଇଛି । ଗାଇସିଲାଟ ଥାନା ଅଧିକାରୀ ବିରବର ଭଗତ ଜଳଛତ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନ ସମୟରେ ମନୋଜ ଦାଶ,ଆନନ୍ଦ ପାଣିଗ୍ରାହୀ, ସୁବଳ ସାହୁ,ବିପ୍ର ଭୋଇ,ଏମଡି ଇସମାଇଲ ତଥା ଅନ୍ୟାନ୍ୟ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.