୪ ବରିଷ୍ଠ ଆଇଆରଏସ ଅଧିକାରୀଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ପାହ୍ୟାକୁ ପଦୋନ୍ନତି

0 2

ଭୁବନେଶ୍ୱର : ଆୟକର ବିଭାଗରେ ୩୬ ଜଣ ପ୍ରଧାନ ଆୟକର ଆୟୁକ୍ତଙ୍କୁ ମୁଖ୍ୟ ଆୟକର ଆୟୁକ୍ତ ଭାବେ ପଦୋନ୍ନତି ମିଳିଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୪ ବରିଷ୍ଠ ଓଡ଼ିଆ ଅଧିକାରୀ | ଭାରତୀୟ ରାଜସ୍ବ ସେବାର ଯେଉଁ ୪ ଜଣ ବରିଷ୍ଠ ଓଡ଼ିଆ ଅଧିକାରୀ ଏହି ପଦୋନ୍ନତି ପାଇଛନ୍ତି ସେମାନେ ହେଲେ ମନୋରଞ୍ଜନ ପାଣିଗ୍ରାହୀ,ବିଜୟାନନ୍ଦ ପୃଷେଠ୍, ଦେବେନ୍ଦ୍ର ନାରାୟଣ କର ଏବଂ ସୀମାଚଳ ଦାଶ |

Leave A Reply

Your email address will not be published.