ଭଦ୍ରକ ବ୍ଲକ୍(ସୀତାକାନ୍ତ ପାଢ଼ୀ) :; ଦୀର୍ଘ ଦେଢ଼ ବର୍ଷ ହେବ ସାରା ପୃଥିବୀରେ କୋରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଭିଶୁଡ଼ି ପଡ଼ିଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଲେ ମଧ୍ୟ ଅପହଞ୍ଚ ଇଲାକାରେ ଅପଘଞ୍ଚ ଅଂଚଳରେ ସ୍ବପ୍ନ ସଦୃଶ୍ୟ ।ଏହି ପରି ଏକ ଅଞ୍ଚଳ ଅଛି ଭଦ୍ରକ ଜିଲ୍ଲା ଚରମ୍ପା, ପରସିଙ୍ଗା ପଂଚାୟତ ରେ , ଆଦିବାସୀ ଅଞ୍ଚଳ। ଏହି ଆଦିବାସି ପିଲାମାନଙ୍କର ପାଠ ପଢ଼ାଇବାରେ ଦାୟିତ୍ଵ ନେଇଥିଲା ଶୁକମୁନି ଫାଉଡେସନ। ଦୀର୍ଘ ଏକ ବର୍ଷ ଧରି ପାଠ ଉପକରଣ ଦେବା ସହ ପ୍ରତ୍ୟେକ ଦିନ ପାଠ ପଠେଇବାର ଦାୟିତ୍ଵ ମଧ୍ୟ ନେଇଛି ଶୁକମୁନି ଫାଉଡେସନ । ଆଜି ଶୁକମୁନି ଫାଉଡେସନ ର ଉପସଭାପତି ବିବାହ ଉତ୍ସବ ସ୍ମରଣୀୟ କରିବା ପାଇଁ ବସ୍ତିର ସମସ୍ତ ପିଲାମାନଙ୍କୁ କୋରୋନା କଟକଣା ନିୟମ ମାନି ମାକ୍ସ ଏଵଂ ସମସ୍ତ ପ୍ରକାରର ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post